ଭୁବନେଶ୍ବର : ଭୁବନେଶ୍ବରରୁ ୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ । ଭୁବନେଶ୍ବରର ଟଙ୍କପାଣିରେ ଥିବା ଏକ ଏଟିଏମରେ ଲୁଟ୍ ବେଳେ ଏମାନଙ୍କୁ କାବୁ କରିଛି ସ୍ପେଶାଲ ସ୍କ୍ବାଡ । ୪ ଜଣଙ୍କ ଘର କାନପୁରର ଓ ପଶ୍ଚିମବଙ୍ଗ । ଏମାନେ ପୁରୀ, ବାରିପଦା ସମେତ ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ଏଟିଏମ ଲୁଟ୍ କରିଛନ୍ତି । ସେମାନଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା, ବିଭିନ୍ନ ବ୍ୟାଙ୍କର ୩୩ଟି ଏଟିଏମ କାର୍ଡ ଓ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ନୀରଜ ସାହୁ, ଜଗେନ୍ଦ୍ର ସିଂହ, ମୁକେଶ ପାଲ ଓ ସଲିମ ଖାନ । ଗତ କିଛି ଦିନ ହେଲା ଏହି ଲୁଟେରାମାନେ ପୁରୀ ଓ ମୟୂରଭଞ୍ଜରେ ଏଟିଏମରୁ ଲୁଟ କରିଛନ୍ତି । ପୋଲିସ ଏହା ସୂଚନା ପାଇବା ପରେ ମୟୂରଭଞ୍ଜ, ପୁରୀ ପୋଲିସ ସହ ଯୋଗାଯୋଗ କରି ତଦନ୍ତ ଜାରି ରଖିଛି ସ୍ପେଶାଲ ସ୍କ୍ବାଡ ।
BREAKING NEWS
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
Comments are closed.