ରାୟଗଡ଼ା : ରାୟଗଡ଼ା ମୁଚୁକି ପଦର ଛକରୁ ଗଞ୍ଜେଇ ଜବତ କରିଛି ପଦ୍ମପୁର ପୋଲିସ । ଗାଡି ଯାଞ୍ଚ ବେଳେ କାରରୁ ୪୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ପଚରାଉଚରା ସମୟରେ ଗିରଫ ୪ ଅଭିଯୁକ୍ତ ଉତ୍ତରପ୍ରଦେଶର ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ । ଗଞ୍ଜେଇ ଓଡ଼ିଶାରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ନେଇ ଖବର ପାଇଥିଲା ପୋଲିସ । ତେବେ ମୁଚୁକି ପଦର ଛକ ନିକଟରେ ଗାଡି ଯାଞ୍ଚ ବେଳେ ୪୦ କେଜିର ଗଞ୍ଜେଇ ଜବତ କରାଯାଇଥିଲା । ଗିରଫ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
BREAKING NEWS
- Mahanadi Tribunal: ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
- Iran US peace talks: ରକ୍ତ ଭିଜା କପଡ଼ା…ନିର୍ଦ୍ଦୋଷ ପୀଡିତଙ୍କ ଫଟୋ…ଆମେରିକା ସହ ଆଲୋଚନା ପାଇଁ ସାଙ୍ଗରେ କିଛି ଏପରି ଆଣିଲେ ଇରାନୀ ବକ୍ତା…
- Trump ahead of ceasefire talks: ଟ୍ରମ୍ପ କ’ଣ ଖୋଲିପାରିବେ ହର୍ମୁଜ୍ ପ୍ରଣାଳୀ? ଇରାନ ସହ ଆଲୋଚନା ପୂର୍ବରୁ କଲେ ବଡ଼ ଦାବି
- ଅଜିଠୁ କଲବଲ କରିବ ତାତି: ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ହିଟୱେଭ୍ ନେଇ SRCର ସତର୍କତା
- ପୃଥିବୀ ପୃଷ୍ଠକୁ ଫେରିଲେ ନାସାର ୪ ମହାକାଶଚାରୀ
- ସୁଙ୍କି ଘାଟିରେ ୫୦ ଫୁଟ୍ ତଳକୁ ଖସିଲା OSRTC ବସ୍
- LPG Blackmarket:ଏଲପିଜି କଳାବଜାରୀ ରୋକିବା ପାଇଁ ୨୧୩୬ଟି ସ୍ଥାନରେ ଚଢାଉ,ଏଯାଏଁ ୪୬୯୧ ସିଲିଣ୍ଡର ଜବତ
- ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚାମ୍ପିଅନସିପ:ଉଭୟ ବର୍ଗରେ ଓଡ଼ିଶା ଚମ୍ପିଆନ
- Gold smuggling: ବିମାନବନ୍ଦରରେ ୩୮ କୋଟି ଟଙ୍କାର ସୁନା ଚୋରା ଚାଲାଣ ରାକେଟ୍ର ପର୍ଦ୍ଦାଫାସ; ବିଦେଶୀ ମହିଳା ଗିରଫ
- ୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲା; ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ
Comments are closed.