Latest Odisha News

ବ୍ରାଉନ୍ ସୁଗାର ଲିଙ୍କ: ୨ କିଙ୍ଗପିନ୍‌ଙ୍କ ସମେତ ୫ ଗିରଫ

ବାଲେଶ୍ୱର: ବାଲେଶ୍ୱରରେ ବଢ଼ିଚାଲିଛି ବ୍ରାଉନ ସୁଗାର କାରବାର । ଏହି ଲିଙ୍କର ଜଳେଶ୍ୱରରୁ ଦୁଇ କିଙ୍ଗପିନ୍‌ଙ୍କ ସମେତ ୫ ଜଣଙ୍କୁ ଉଠାଇନେଇଛି ଏସ୍‌ଟିଏଫ୍ । ଆଜି ସକାଳୁ ମୁନ୍ନା ଓ ସାଜନଙ୍କ ସହ ସେମାନଙ୍କ ୩ ସହଯୋଗୀଙ୍କୁ ଏସ୍‌ଟିଏଫ୍ ଉଠାଇ ନେଇଛି ।

ବ୍ରାଉନସୁଗର ବିକ୍ରି ମାମଲାରେ ଏମାନଙ୍କ ନାଁ ଆସିବା ପରେ ପୁରୀ ପୁଲିସ୍ ଓ ଏସ୍‌ଟିଏଫ୍ ମିଳିତ ଚଢାଉ କରିଥିଲେ। ଏସ୍‌ଟିଏଫ୍ ଓ ପୁରୀ ପୁଲିସର ୨୦ ଜଣିଆ ଟିମ୍ ଏବଂ ଜଳେଶ୍ୱର ମିଳିତ ଟିମ୍ ରାଜପୁର ଅଞ୍ଚଳରେ ରହୁଥିବା ସମସ୍ତ ଅଭିଯୁକ୍ତଙ୍କୁ ଉଠାଇ ଆଣିଛନ୍ତି।

Leave A Reply

Your email address will not be published.