ଆଜମେର:ଅଜମେରର ୫ ବର୍ଷ କୁନି ଝିଅ ଧନାରୀ ୪୦ରୁ ଊର୍ଦ୍ଧ୍ୱ ଦେଶ ବୁଲି ସାରିଲେଣି । ଇଣ୍ଡିଆ ବୁକ ଅଫ ରେକର୍ଡରେ ମୋଷ୍ଟ ଟ୍ରାଭେଲ୍ଡ ବେବି ଭାବେ ସେ ସ୍ଥାନ ପାଇଛନ୍ତି । ନରେନ ବୁଲାନୀ ଓ ସୋନିଆ ଥାଇଲାଣ୍ଡରେ ବଡ ବ୍ୟବସାୟୀ ଭାବେ ପରିଚିତ । ଆଜେମରର ଏହି ଦମ୍ପତି ବ୍ୟବସାୟ ପାଇଁ ଭିନ୍ନ ଭିନ୍ନ ଦେଶ ଯାତ୍ରା କରିଥାନ୍ତି । ଝିଅକୁ ଏକୁଟିଆ ନ ଛାଡିବା ପାଇଁ ସେମାନେ ତାଙ୍କୁ ସାଙ୍ଗରେ ନେଇ ଯାଆନ୍ତି ।
ପ୍ରଥମେ ଥାଇଲାଣ୍ଡ ବିମାନ ଯାତ୍ରା ସମୟରେ ଧନାରୀକୁ ନେଇ ଯିବାରେ ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହୋଇ ନ ଥିଲେ । ଏହା ପରେ ଯାତ୍ରାର ତାଲିକା ବଢ଼ିବାରେ ଲାଗିଲେ । ଧନାରୀ ବି ଏହି ବିମାନ ଯାତ୍ରାର ଭରପୂର ମଜା ଉଠାଇଥାଏ ।
ଧନାରୀଙ୍କୁ ନେଇ ୱାର୍ଲ୍ଡ ଟୁର ପାଇଁ ଯୋଜନା କରିଥିଲୁ ମାତ୍ର କରୋନା ମହାମାରୀ ଯୋଗୁ ଏହା ସମ୍ଭବପର ହୋଇ ପାରିଲା ନାହିଁ ବୋଲି ମାଆ ସୋନିଆ କହିଛନ୍ତି । କଟକଣା ଉଠିବା ପରେ ପୁନର୍ବାର ଏଥିନେଇ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି ।
BREAKING NEWS
- ପରଲୋକରେ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ
- ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା
- ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
Comments are closed.