Latest Odisha News

BREAKING NEWS

ଏସପ୍ଲାନେଡ୍ ୱାନ୍‌ରେ ବିଗ ସେଲ, ୧୦୦ରୁ ଅଧିକ ବ୍ରାଣ୍ଡ୍ ଉପରେ ଫ୍ଲାଟ୍ ୫୦ ପ୍ରତିଶତ ରିହାତି

ଭୁବନେଶ୍ୱର: ରସୁଲଗଡ଼ସ୍ଥିତ ଏସପ୍ଲାନେଡ୍ ୱାନ୍‌ ମଲ ଜୁଲାଇ ୧୨ରେ ସଫଳତାର ସହ ପୁରଣ କରବାକୁ ଯାଉଛି ଏହାର ପ୍ରଥମ ବର୍ଷ । ଏହି ଅବସରରେ ମଲ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି  “ଅସଲି ହାପିନେସ୍ ୱାଲା ସେଲ୍”  । ରଥଯାତ୍ରା ସହିତ ଏହି ଉତ୍ସବ ମଧ୍ୟ ପାଳନ କରାଯିବ।

ଜୁଲାଇ ୪ତାରିଖରେ ରଥଯାତ୍ରା ପଡ଼ୁଥିବାରୁ ସେହି ଦିନରୁ ହିଁ ଏହି ଉତ୍ସବ ଆରମ୍ଭ ହେବ। ଏହାପର ୩ ଦିନ ପାଇଁ ଅର୍ଥାତ୍ ଜୁଲାଇ ୫, ୬ ଏବଂ ୭ ତାରିଖରେ ୩ ଦିନିଆ ସେଲ୍ ଆରମ୍ଭ ହେବ ବୋଲି ଏସପ୍ଲାନେଡ୍ ୱାନ୍‌ର ସେଣ୍ଟର ଡାଇରେକ୍ଟର ପାର୍ଥ ପ୍ରତିମ କହିଛନ୍ତି। ଯେଉଁଥିରେ ୧୦୦ରୁ ଅଧିକ ବ୍ରାଣ୍ଡ୍ ଉପରେ ଗ୍ରାହକଙ୍କୁ ଫ୍ଲାଟ୍ ୫୦ ପ୍ରତିଶତ ରିହାତି ମିଳିବ ।

“ଅସଲି ହାପିନେସ୍ ୱାଲା ସେଲ୍” ଆସନ୍ତା ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲିବ। ଏଥିରେ ଅନେକ ଆଗଧାଡିର ବ୍ରାଣ୍ଡ ଉପରେ ରିହାତି ପ୍ରଦାନ କରାଯାଉଛି। ଡାଇରେକ୍ଟର ପାର୍ଥ ପ୍ରତିମ ନାୟକ କହିବା ଅନୁସାରେ ୨୫୦୦ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିଲେ ମଲ ପକ୍ଷରୁ ନିଶ୍ଚିତ ଉପହାର ଭାଉଚର ଜିତିବା ସୁଯୋଗ ମଧ୍ୟ ରହିଛି  ।

Leave A Reply

Your email address will not be published.