Latest Odisha News

ଜାଣନ୍ତୁ, କେଉଁ ୬ଜଣ ବିଜେଡ଼ି ନେତାଙ୍କୁ ମିଳିଲା ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପଦବୀ…

ଭୁବନେଶ୍ୱର: ବିଜୁ ଜନତା ଦଳ ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଜଣ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସମେତ ବିଭିନ୍ନ ସରକାରୀ ବିଭାଗ ଲାଗି ସମୁଦାୟ ୧୧ ଜଣ ବିଜେଡ଼ି ନେତାଙ୍କୁ ସଚିବ ତଥା ପ୍ରମୁଖ ସଚିବ ସ୍ତରୀୟ ପାହ୍ୟା ପ୍ରଦାନ କରିଛନ୍ତି । ଏହି ସମସ୍ତ ନେତାମାନେ ବିଭିନ୍ନ ସରକାରୀ ବିଭାଗ ଗୁଡ଼ିକରେ ଉପଦେଷ୍ଟା ଭାବେ ଦାୟିତ୍ୱ ଅର୍ପଣ କରିଛନ୍ତି ନବୀନ ।

ରାଷ୍ଟ୍ରମନ୍ତ୍ରୀ ପାହ୍ୟା

୧ – ଲୋପାମୁଦ୍ରା ବକ୍ସିପାତ୍ର, ଉପଦେଷ୍ଟା, ମିଶନ ଶକ୍ତି

୨ – ସୁଧୀର ଦାସ, ଉପଦେଷ୍ଟା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

୩ – ମୁଜିବୁଲ୍ଲା ଖାନ, ଉପଦେଷ୍ଟା, ଏସଟି ଓ ଏସସି ବିକାଶ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ

୪ – ଅନୁଭବ ପଟ୍ଟନାୟକ, ଉପଦେଷ୍ଟା, ଇଟି ଏଣ୍ଡ ଆଇଟି

୫ – କୃତିବାସ ପାତ୍ର, ଉପଦେଷ୍ଟା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ

୬ – ରାମଚନ୍ଦ୍ର ପଣ୍ଡା, ଉପଦେଷ୍ଟା, ଓଏସଏଏମବି

ମୁଖ୍ୟ ସଚିବ ପାହ୍ୟା

୧ – ସୁଜିତ କୁମାର

ପ୍ରମୁଖ ସଚିବ ପାହ୍ୟା

୧ – ଉତ୍କଳ କେଶରୀ ପରିଡ଼ା, ଉପଦେଷ୍ଟା, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ

୨ – ଦେବାଶୀଷ ମଲ୍ଲିକ, ଉପଦେଷ୍ଟା, ଓଡ଼ିଶା ଜଙ୍ଗଲ ଉନ୍ନୟନ ନିଗମ

୩ – ସୁଲତା ଦେଓ, ଉପଦେଷ୍ଟା, ମହିଳା ଓ ସିଡ଼ି ବିଭାଗ

୪ – ଜନ୍ମେଜୟ ଲେଙ୍କା, ଉପଦେଷ୍ଟା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ

Comments are closed.