ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬ କରୋନା ପଜିଟିଭ । ଯାଜପୁରରୁ ୪ ଓ ଭଦ୍ରକରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨କୁ ବୃଦ୍ଧି ହୋଇଥିବା ବେଳେ ଭ୍ରଦକରେ ୨୧କୁ ବୃଦ୍ଧି ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ରେ ପହଂଚିଛି । ସେଥିମଧ୍ୟରୁ ୧୦୮ଟି ଆକ୍ଟିଭ କେସ୍ ରହିଛି । ୬୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କ ମୃତ୍ୟୁ ହୋଇଛି।
BREAKING NEWS
- Intercepted Missile in Abu Dhabi: ଇରାନୀ କ୍ଷେପଣାସ୍ତ୍ର ଆକ୍ରମଣ; ଭଗ୍ନାବଶେଷ ପଡ଼ି ଜଣେ ଭାରତୀୟଙ୍କ ସମେତ ୨ମୃତ
- West Asia conflict:ଆସନ୍ତାକାଲି ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ପ୍ରଧାନମନ୍ତ୍ରୀ; ଏହି ରାଜ୍ୟମାନେ ହେବେନି ସାମିଲ
- ଓଏଚଆରସିର ଅଧ୍ୟକ୍ଷ ଭାବେ ପୁଣି ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନିଯୁକ୍ତି
- କୃତ୍ରିମ ଅଭାବ ସୃଷ୍ଟି କରୁଥିବା ଅସାଧୁବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
- Air Pollution: ରାଜ୍ୟର ପ୍ରଦୂଷିତ ସହର ତାଲିକା ପ୍ରକାଶ; ଆଶ୍ଚର୍ଯ କରୁଛି ଏକ୍ୟୁଆଇ ରିପୋର୍ଟ
- Shortage of Textbooks:ପୁସ୍ତକ ଅଭାବରେ ଆଦିବାସୀ ଜିଲ୍ଲାଗୁଡିକ ସବୁଠାରୁ ଅଧିକ ପ୍ରଭାବିତ: ବିଜୁ ଛାତ୍ର ଜନତା ଦଳ
- ଇତିହାସ ରଚିବା ପାଇଁ ଭୁବନେଶ୍ୱରଙ୍କୁ ଆବଶ୍ୟକ ୨ ୱିକେଟ
- ପୋଲିସ ଆଗରେ ଆତ୍ମସମର୍ପଣ କଲେ ୬ ମାଓବାଦୀ
- Shree Jagannatha Temple: ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀରାମ ଜନ୍ମନୀତି; ୫ ଘଣ୍ଟା ଜଗା ଦର୍ଶନ ବନ୍ଦ
- ଆଇପିଏଲ ୨୦୨୬ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ
Comments are closed.