Latest Odisha News

ଯାଜପୁର ଓ ଭଦ୍ରକରୁ ଚିହ୍ନଟ ହୋଇଥିବା ୬ କରୋନା ଆକ୍ରାନ୍ତଙ୍କ ରହିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ଆଜି ପୁଣି ଯାଜପୁରରୁ ଆଉ ୪ କରୋନା ପଜିଟିଜ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ପୁରୁଷ । ସେମାନଙ୍କ ବୟସ ୪୮, ୫୫, ୬୦ ଓ ୬୨ ବର୍ଷ । ସମସ୍ତେ କୋଲକତା ଫେରନ୍ତା ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

BjdElectrycity

ସେହିପରି ଭ୍ରଦକରୁ ଚିହ୍ନଟ ହୋଇଥିବା ୨ ଆକ୍ରାନ୍ତଙ୍କ ମଧ୍ୟ କୋଲକତା ଲିଙ୍କ ରହିଛି । ସେ ପଶ୍ଚିମବଙ୍ଗ ଫେରନ୍ତା । ଚିହ୍ନଟ ହୋଇଥିବା ୨ ଜଣ ଅକ୍ରାନ୍ତ ପୁରୁଷ ଓ ସେମାନଙ୍କ ବୟସ ୪୫ ଏବଂ ୫୫ ବର୍ଷ ।

ଚିହ୍ନଟ ହୋଇଥିବା ଏହି ୬ ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରି କ୍ୱାରେଂଟିନ୍ରେ ଥିଲେ । ଆଜି ସେମାନଙ୍କ ନମୂନା ପଜିଟିଭ ଆସିଛି । ଆକ୍ରାନ୍ତଙ୍କ କଂଟାକ୍ଟ ଟ୍ରେସିଂ କାମ ଜାରି ରହିଛି ।

Leave A Reply

Your email address will not be published.