Latest Odisha News

BREAKING NEWS

ବରଗଡର ଏହି ସହରରେ ୬୫ ଘଣ୍ଟିଆ ସଟଡାଉନ ଘୋଷଣା

ବରଗଡ: ଦୁଇଜଣ ବ୍ୟକ୍ତି କୋଭିଡ-୧୯ ପଜିଟିଭ ଚିହ୍ନଟ ହେବା ପରେ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ପଦ୍ମପୁର ସହରରେ ୬୫ ଘଣ୍ଟିଆ ବନ୍ଦ ଘୋଷଣା କରାଯାଇଛି।

ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ସୂଚନା ଅନୁଯାୟୀ, ରବିବାର ଦିନ ଅପରାହ୍ନ ୧ ଟାରୁ ତା’ ପର ବୁଧବାର ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ସହରରେ ସଟଡାଉନ ଲାଗୁ ରହିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୁଇଟି କରୋନା ମାମଲା ମଧ୍ୟରୁ ଗୋଟିଏ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହୋଇଥିବା ବେଳେ ଅନ୍ୟଟି ସ୍ଥାନୀୟ ମାମଲା। ଗତ ଜୁନ୍ ୧୪ରେ ଏଠାରେ ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଥିଲା ।

Leave A Reply

Your email address will not be published.