Latest Odisha News

ମଦ ଉପରେ ୭୦% ‘ସ୍ୱତନ୍ତ୍ର କରୋନା ଫି’ ଲଗାଇଲେ ଦିଲ୍ଲୀ ସରକାର !

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ମହଙ୍ଗା ହେଲା ମଦ । ସୋମବାର ଦିନ ଦିଲ୍ଲୀ ସରକାର ମଦ ବୋତଲ ଉପରେ ୭୦ ପ୍ରତିଶତ ‘ସ୍ପେଶାଲ କରୋନା ଫି’ ଲାଗୁ କରିଛନ୍ତି।

ମଙ୍ଗଳବାର ଠାରୁ ଏହି ନୂତନ ମୂଲ୍ୟ ଲାଗୁ ହେବ ଏବଂ ଏମଆରପି ଉପରେ ୭୦ ପ୍ରତିଶତ ‘ସ୍ପେଶାଲ କରୋନା ଫି’ ଆଦାୟ କରାଯିବ।

ଏହି ପଦକ୍ଷେପ ସରକାରୀ ରାଜସ୍ୱ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଉଛି।

Comments are closed.