ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜ୍ୟରେ ୭୨୮ କରୋନା ଆକ୍ରାନ୍ତ ସୁସ୍ଥ । ମୋଟ୍ ୨୫ ଜିଲ୍ଲାରୁ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୧ ଜଣ କୋଭିଡ୍ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୫ ହଜାର ୯୨୮କୁ ବୃଦ୍ଧି ପାଇଛି । ମୋଟ୍ ଆକ୍ରାନ୍ତଙ୍କ ୬୬ ପ୍ରତିଶତ ଆରୋଗ୍ୟ ଲାଭ କଲେଣି । ୭ ହଜାର ୯୨୦କୁ ଖସିଛି ରାଜ୍ୟର ଆକ୍ଟିଭ୍ କେସ୍ ।
Another 728 #COVID19 patients have recovered and are being discharged on 25.7.2020.
391 from Ganjam
49 from Khurdha
43 from Cuttack
33 from Balasore
32 from Jajpur
23 from Gajapati
19 from Mayurbhanj
18 from Angul
17 from Jagatsinghpur
17 from Nayagarh— H & FW Dept Odisha (@HFWOdisha) July 25, 2020
କେଉଁ ଜିଲ୍ଲାରୁ କେତେ ସୁସ୍ଥ
ଗଞ୍ଜାମ- ୩୯୧, ଖୋର୍ଦ୍ଧା- ୪୯, କଟକ- ୪୩, ବାଲେଶ୍ୱର- ୩୩
ଯାଜପୁର- ୩୨, ଗଜପତି- ୨୩, ମୟୂରଭଞ୍ଜ- ୧୯, ଅନୁଗୋଳ- ୧୮
ଜଗତସିଂହପୁର- ୧୭, ନୟାଗଡ଼-୧୭, ସମ୍ୱଲପୁର- ୧୧, ମାଲକାନଗିରି- ୧୦
ବରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼- ୧୦ ଜଣ ଲେଖାଏଁ ଆକ୍ରାନ୍ତ
ବଲାଙ୍ଗିର, ଝାରସୁଗୁଡ଼ା, ସୋନପୁର- ୫ ଜଣ ଲେଖାଏଁ ସଂକ୍ରମିତ
ଭଦ୍ରକ, ନବରଙ୍ଗପୁର- ୪ ଜଣ ଲେଖାଏଁ ଆକ୍ରାନ୍ତ
କୋରାପୁଟ- ୩ ଏବଂ ବୌଦ୍ଧ ଓ କେନ୍ଦୁଝର- ୨ ଜଣ ଲେଖାଏଁ ଆକ୍ରାନ୍ତ
Comments are closed.