Latest Odisha News

BREAKING NEWS

Browsing Tag

Odisha Corona

[ଦେଖନ୍ତୁ ଭିଡିଓ] ଆସିଲା କି ଚତୁର୍ଥ ଲହର ? ରାଜ୍ୟରେ ୩ ଅଙ୍କ ଛୁଇଁଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ୨୩ ତାରିଖରେ ୭୩, ୨୪ ତାରିଖରେ ୬୧, ୨୫ ତାରିଖରେ ୬୨, ୨୬ ତାରିଖରେ ୬୮, ୨୭ ତାରିଖରେ ୬୯ ଆଉ ୨୮ ତାରିଖରେ ୧୧୩ । ରାଜ୍ୟରେ ପ୍ରତିଦିନ ବଢ଼ି ଚାଲିଛି କୋଭିଡ୍ ସଂକ୍ରମଣ ମାମଲା । କିଛି ମାସ ଧରି ଦୈନିକ ସଂକ୍ରମଣ ୨ ଅଙ୍କ ରହୁଥିବା ବେଳେ ଗତ ୨୪ ଘଣ୍ଟାରେ ୧୧୩ ଆକ୍ରାନ୍ତ ଚିହ୍ନଟ…

ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା କାୟା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆଜି ୩ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୬୯୭ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୧୫୬୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୧୨୯ । ୧୮ ବର୍ଷ ଭିତରେ ଆଉ ୪୩୫ ସଂକ୍ରମିତ…

ଓଡ଼ିଶାର ୫ ଜିଲ୍ଲାରେ କେବଳ ୬୨% କୋଭିଡ୍ ଆକ୍ଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା କେସ୍ ୧୦ ହଜାର ତଳକୁ ଖସୁନି । ଉପରମୁହାଁ ହେଉଛି କରୋନା ଗ୍ରାଫ । ସଂକ୍ରମଣ ସହ ବଢୁଛି ଆକ୍ଟିଭ୍ କେସ୍ । ପଜିଟିଭ୍ ହାର ବି ବଢୁଛି । କରୋନା ମାନଚିତ୍ରରେ ବଦଳୁଛି ଓଡ଼ିଶାର ରଙ୍ଗ । ପଜିଟିଭିଟିରେ ନାଲି ହୋଇଚି ଓଡ଼ିଶା । ଆକ୍ଟିଭ୍ କେସ୍ ରେଡ୍ ଜୋନରେ ଅଛି…

ଓଡ଼ିଶାରେ ଆହୁରି ଦୁଇ ମାସ ଯାଏ ବଢ଼ିବ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ ୯ ହଜାର ମୁହାଁ ହେଲାଣି ଦୈନିକ କରୋନା କେସ୍ । ଆହୁରି ଦୁଇ ମାସ ଯାଏ ରାଜ୍ୟରେ ବଢ଼ିବା ଅବସ୍ଥାରେ ରହିବ କରୋନା ଟ୍ରେଣ୍ଡ । ଏହି ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି, ୪ରୁ ୫ଟି ଜିଲ୍ଲାରେ ପଜିଟିଭିଟି ରେଟ୍ ଅଧିକ ରହିଛି…

ଓଡ଼ିଶାରେ ଦୁଇ ହଜାର ମୁହାଁ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ । ଦୁଇ ହଜାର ମୁହାଁ ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରୁ ୧୮୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ୩୦ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟିନରୁ ୧୧୦୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଥି ୭୯୧ । ୧୮…

ଆଜି ରାଜ୍ୟରୁ ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ବାହାରିଛନ୍ତି ୧୪୧ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୫୭ ରହିଛି । ୧୮ ବର୍ଷ ଭିତରେ ଆଉ ୧୯ ଜଣ ପଜିଟିଭ୍ ବାହାରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮…

ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ

ଭୁବନେଶ୍ୱର: ଡିସେମ୍ବର ସୁଦ୍ଧା ରାଜ୍ୟରେ ସରିବ ଟିକାକରଣ । ଯଦି ଟିକା ଆସିବାରେ କୌଣସି ସମସ୍ୟା ନହେଲେ ୪ ମାସ ଭିତରେ ଟିକାକରଣ ଶେଷ ହେବ । ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ । ଏଯାଏ ୨ କୋଟି ୨୦ ଲକ୍ଷ ଡୋଜ୍ ଟିକା ଦିଆ ସରିଲାଣି । ୧କୋଟି ୬୬ ଲକ୍ଷ ଲୋକ ପ୍ରଥମ ଡୋଜ୍ ଓ ୫୩ ଲକ୍ଷ…

ଆଜି ଓଡ଼ିଶାରୁ ୮୪୯ କରୋନା ପଜିଟିଭ୍, ଆଉ ୧୧୯ ଛୁଆ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ହଜାରେ ଭିତରେ ଏବେ ରହିଛି ଦୈନିକ କରୋନା ସଂକ୍ରମଣ । କିନ୍ତୁ ୧୮ ବର୍ଷ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮୪୮ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୧୧୯ ସଂକ୍ରମିତ । ଖୋର୍ଦ୍ଧା…

ରାଜ୍ୟରେ ବଢୁଛି କରୋନା ସଂକ୍ରମଣ: ଆଜି ୧୧୯୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ହେବ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୯ ତାରିଖରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮୮୬ ଥିଲା । ଆଜି ଏହି ସଂଖ୍ୟା ବଢ଼ି ୧୧ ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧ଶହ ୯୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ…

ଓଡ଼ିଶାରେ ଆସିନି କରୋନାର ଥାର୍ଡ ଓ୍ୱେଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ସ୍ଥିର ଅଛି । ଓଡ଼ିଶାରେ ଥାର୍ଜ ଓ୍ୱେଭ୍ ଆକଳନ କରାଯାଇଛି । କିନ୍ତୁ ତୃତୀୟ ଲହର ଆସିନାହିଁ । ଏହି ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, ଆମେ ବର୍ତ୍ତମାନ ସେକେଣ୍ଡ ଓ୍ୱେଭରେ ଅଛୁ । ମାଡ୍ରାସ ଇନଷ୍ଟିଚ୍ୟୁଟ ଯେଉଁ…