ଭୁବନେଶ୍ୱର: ଓଡ଼ିଶାକୁ ଫେରିଛନ୍ତି ୮୪ ହଜାର ଓଡ଼ିଆ । ଏମାନେ ଅନ୍ୟ ରାଜ୍ୟରୁ ଲକ ଡାଉନ ହେବା ପୂବରୁ ଫେରି ଆସିଛନ୍ତି । ଏ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖିବା ଦରକାର । ଏହା ନହେଲେ କରୋନା ସଂକ୍ରମଣ ବଢ଼ିବ ବୋଲି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।
ବିଦେଶ ଫେରନ୍ତା ସଂଖ୍ୟାକୁ ଦୃଷ୍ଟିରେ ରଖି ପଂଚାୟତ ସ୍ତରରେ ରାଜ୍ୟ ସରକାର ୭୨୭୬ଟି କ୍ୱାରେଣ୍ଟାଇନ ସୁବିଧା ପ୍ରସ୍ତୁତି ହୋଇଛି । କରୋନା ମୁକାବିଲା କରିବା ପାଇଁ ଭୟଭିତ ହେବା ଉଚିତ ନୁହେଁ । ଆମ ସମସ୍ତଙ୍କୁ ଏହି ଯୁଦ୍ଧରେ ମିଳିମିଳି ବିଜୟୀ ହେବା ଦରକାର ଅଛି ବୋଲି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁÂିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସୁବ୍ରତ ବାଗଚୀ କହିଛନ୍ତି ।
ଓଡ଼ିଶାରେ କରୋନା ନେଇ ରାଜ୍ୟ ସରକାର ଅନେକ ଗୁଡ଼ିଏ ଭଲ ପଦକ୍ଷେପ ନେଇଛନ୍ତି। ତୃତୀୟ ପର୍ୟ୍ୟାୟ ପାଇଁ ଜରୁରୀକାଳୀନ ଚିକିତ୍ସା କରାଯିବା ଦରକାର। ଅଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆଜି ଭୁବନେଶ୍ୱରରେ ୨ଟି ବୃହତ୍ତ ରାଜିନାମା ସ୍ୱାକ୍ଷର କରିଛନ୍ତି ବୋଲି କହିଛନ୍ତି ସୁବ୍ରତ ବାଗଚୀ କହିଛନ୍ତି ।
BREAKING NEWS
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
Comments are closed.