Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ୮୫୪୭ କରୋନା ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୮୫୪୭ ଜଣ। ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ।

ଖୋର୍ଦ୍ଧାରୁ ୧୧୬୫, କଟକରୁ ୫୯୩, ସୁନ୍ଦରଗଡରୁ ୫୯୧, ସମ୍ବଲପୁରରୁ ୫୧୮, ବରଗଡରୁ ୪୩୬, ନୂଆପଡାରୁ ୪୧୧, ପୁରୀରୁ ୪୦୨, ଭଦ୍ରକରୁ ୩୫୦, ଅନୁଗୁଳରୁ ୩୪୨, ରାୟଗଡାରୁ ୩୩୭, ଝାରସୁଗୁଡାରୁ ୩୨୫, ବଲାଙ୍ଗୀରରୁ ୩୦୫, ନବରଙ୍ଗପୁରରୁ ୨୬୪, ନୟାଗଡ଼ରୁ ୨୩୯, ଗଞ୍ଜାମରୁ ୨୩୬, କଳାହାଣ୍ଡିରୁ ୨୩୫, ମୟୂରଭଞ୍ଜରୁ ୧୯୦, ବାଲେଶ୍ୱରରୁ ୧୭୮, ସୋନପୁରରୁ ୧୭୩, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡାରୁ ୧୩୩, ଗଜପତିରୁ ୧୨୩, କୋରାପୁଟରୁ ୧୦୯, ଯାଜପୁରରୁ ୧୦୫, କେନ୍ଦୁଝରରୁ ୧୦୩, ଢେଙ୍କାନାଳରୁ ୮୯, କନ୍ଧମାଳରୁ ୫୯, ଦେବଗଡ଼ରୁ ୫୫, ମାଲକାନଗିରିରୁ ୪୬, ବୌଦ୍ଧରୁ ୩୫ ଓ ଷ୍ଟେଟପୁଲରୁ ୨୫୫ ଚିହ୍ନଟ ହୋଇଛନ୍ତି।

ଆଜିର ସଂଖ୍ୟାକୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ସୁସ୍ଥ ହେଲେଣି ୪ ଲକ୍ଷ ୭୩ ହଜାର ୬୮୦ ଜଣ ଆକ୍ରାନ୍ତ।

Leave A Reply

Your email address will not be published.