ନୂଆଦିଲ୍ଲୀ: ଆମେରିକା ନିର୍ବାଚନର ଏକ ଅଜବ ଚିତ୍ର ଦେଖିବାକୁ ମିଳିଛି। ୨୦୨୦ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ହଲିଉଡ୍ ସେଲିବ୍ରିଟିମାନେ ଉଲଗ୍ନ ହୋଇ ଲୋକମାନଙ୍କୁ ଭିଡିଓ ଭୋଟିଙ୍ଗ୍ ମାଧ୍ୟମରେ ଭୋଟ୍ ଦେବାକୁ ଉତ୍ସାହିତ କରୁଛନ୍ତି।
ଏହାସହିତ ଆମେରିକୀୟ ନାଗରିକମାନଙ୍କୁ ନିୟମ ଅନୁଯାୟୀ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି। ତେବେ ଏହି ପ୍ରଥାର ଆରମ୍ଭ ଆମେରିକୀୟ ହାସ୍ୟ ଅଭିନେତା କ୍ରିସ୍ ରକ୍ଙ୍କଠାରୁ ଆରମ୍ଭ ହୋଇଛି।
ଏଭଳି ଏକ ଅନନ୍ୟ ଢଙ୍ଗରେ ପ୍ରଥମ ଥର ପାଇଁ ପେନ୍ସିଲଭାନିଆ ରାଜ୍ୟକୁ ମେଲ୍ ମାଧ୍ୟମରେ ଭୋଟ୍ ଦେବାକୁ ଅନୁମତି ଦିଆଯାଇଛି।
ତେବେ ଗତ ମାସରେ ଏ ସମ୍ପର୍କରେ ସୁପ୍ରିମ୍କୋଟ୍ ଘୋଷଣା କରିଥିଲେ ଯେ ଯଦି କୌଣସି ବ୍ୟକ୍ତିଙ୍କ ମତଦାନକୁ ଏକ ଗୁପ୍ତ ଲିଫ୍ଟରେ ରଖି ସଠିକ୍ ଭାବରେ ଦିଆଯାଇ ନଥାଏ, ତେବେ ଏହାକୁ ପ୍ରତ୍ୟାଖ୍ୟାନ କରାଯିବ।
Comments are closed.