ପୁରୀ: ପୁରୀ ବ୍ଲୁ ଫ୍ଲାଗ ବିଚ୍ରେ ଅଘଟଣ । ଗାଧୋଇବା ବେଳେ ଭାସିଗଲେ ପର୍ଯ୍ୟଟକ । ପର୍ଯ୍ୟଟକ ଜଣକ ଭାସିଯାଇ ନିଖୋଜ ହୋଇଛନ୍ତି । ତେବେ ନିଖୋଜ ପର୍ଯ୍ୟଟକ ଜଣକ ଝାଡଖଣ୍ଡର ଯୁକ୍ତ ୨ ଛାତ୍ର ବୋଲି ଜଣାପଡିଛି । ତାଙ୍କୁ ଖୋଜାଖୋଜି କରିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପରିବାର ସହ ବାଥିଂ ଜୋନ୍ରେ ଗାଧୋଉଥିବା ବେଳେ ସେ ଭାସିଯାଇ ନିଖୋଜ ହୋଇଥିବା ସୂଚନା ମିଳିଛି ।
BREAKING NEWS
- ଟେଷ୍ଟ କ୍ରିକେଟ: ନିଜ ଦେଶ ବାହାରେ କେବେବି ଶତକ ମାରିନାହାନ୍ତି ଏହି ୫ ଜଣ ବ୍ୟାଟ୍ସମ୍ୟାନ
- କୋଲକାତା ନାଇଟ୍ ରାଇଡର୍ସରେ ଯୋଗଦେବେ ହାର୍ଦ୍ଦିକ! ହୋଇପାରନ୍ତି ଅଧିନାୟକ
- ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ରେ କିପରି ପହଞ୍ଚିବ ଟିମ୍ ଇଣ୍ଡିଆ ?
- ଯୁକ୍ତ ୨ ନାମଲେଖା: ପ୍ରଥମ ପର୍ଯ୍ୟାୟ ସ୍ପଟ୍ ଆଡମିଶନ୍ ପାଇଁ ମନୋନୀତ ହେଲେ ୨୫,୩୩୨ ଛାତ୍ରଛାତ୍ରୀ
- ୧୪ରୁ ଓଡ଼ିଶା ରାଜ୍ୟ ରାପିଡ ଓ ବ୍ଲିଜ ଫିଡେ ରେଟିଂ କ୍ଷୀପ୍ର ଚେସ୍ ପ୍ରତିଯୋଗିତା
- ‘ଇ-ଶିକ୍ଷା ଏକ୍ସପ୍ରେସ’ର ଶୁଭାରମ୍ଭ;ଗ୍ରାମାଞ୍ଚଳକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ସାକ୍ଷରତା ଓ ଶିକ୍ଷା ଯୋଗାଇବ
- ବିବାଦ ମଧ୍ୟରେ ସରକାରଙ୍କ ସ୍ପଷ୍ଟୀକରଣ: ‘ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନାହିଁ’, କହିଲେ ଗଣଶିକ୍ଷା ମନ୍ତ୍ରୀ
- ଦେଶବ୍ୟାପୀ ଜନସମ୍ପର୍କ ଅଭିଯାନ ଘୋଷଣା କଲେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ
- ଦିଲ୍ଲୀର ‘ଜେନ୍-ଜି’ ଆନ୍ଦୋଳନ ସରିନାହିଁ, ଆଗକୁ ଆସିବ ଅସଲ ଝଡ଼: ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ
- ଟି୨୦ କ୍ରିକେଟରେ ଇତିହାସ ରଚିଲେ ବଟଲର : ଭାଙ୍ଗିଲେ ପୋଲାର୍ଡଙ୍କ ରେକର୍ଡ
Comments are closed.