ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲ (ଆଇଏସଏଲ)ର ଆଗାମୀ ସଂସ୍କରଣରେ ଓଡିଶା ଏଫସିର ନେତୃତ୍ୱ ନେବେ ଷ୍ଟିଭେନ ଟେଲର । ଶନିବାର ଆୟୋଜିତ ଦଳୀୟ ବୈଠକରେ ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର ଏ ନେଇ ସୂଚନା ଦେଇଛନ୍ତ । ନିଉ କ୍ୟାସଲ ୟୁନାଇଟେଡର ପୂର୍ବତନ ଡିଫେଣ୍ଡରଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ ରଖିବ ବୋଲି ଆଶା କରାଯାଉଛି । ଷ୍ଟିଭେନ ତାଙ୍କୁ ପ୍ରଦାନ କରାଯାଇଥିବା ଗୁରୁ ଦାୟିତ୍ୱ ସଫଳତାର ସହ ତୁଲାଇବେ ବୋଲି କହିଛନ୍ତି ।
୨୩ ନଭେମ୍ବରରେ ହାଇଦ୍ରାବାଦ ଏଫସି ବିପକ୍ଷରେ ଓଡିଶା ଏଫସି ଅଭିଯାନ ଆରମ୍ଭ କରିବ । ପ୍ରଶିକ୍ଷଣ ଶିବିରରେ ମଧ୍ୟ ଷ୍ଟିଭେନ ଯୁବ ଖେଳାଳିଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଉଥିବା ଦେଖିବାକୁ ମିିଳିଥିଲା । ନିଜ ପ୍ରଦର୍ଶନ ଉପରେ ବିଶ୍ୱାସ ରଖିଲେ ସବୁ କିଛି ସମ୍ଭବ ବୋଲି ଏହି ଅଭିଜ୍ଞ ଡିଫେଣ୍ଡରଜଣଙ୍କ କହିଛନ୍ତି ।
BREAKING NEWS
- Gajalakshmi Rajyog: ଜୁନ ୮ରୁ ଗଜଲକ୍ଷ୍ମୀ ରାଜଯୋଗ; ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା
- ଖୋର୍ଦ୍ଧାରେ ପ୍ରତିଷ୍ଠା ହେବ ହୀରା କାରଖାନା: ୫୦୦ କୋଟି ଟଙ୍କାର ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ
- ରାବ୍ରୀ ଦେବୀଙ୍କ ଘର ଆଗରେ ଜଗି ରହିଲେ RJD କର୍ମୀ
- ‘କଟ୍ ମନି’ ଫେରାଇବା ଦାବିରେ ବିକ୍ଷୋଭ: ଟିଏମସି ବିଧାୟକ ମଦନ ମିତ୍ରଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼
- ବଟି ଆଦାୟ ଓ ଆକ୍ରମଣ ଅଭିଯୋଗରେ ଟିଏମସି ଯୁବ ନେତା କୈଳାଶ ମିଶ୍ର ଗିରଫ
- ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ମାନସିକ ନିର୍ଯାତନା ଅଭିଯୋଗକୁ ନେଇ ଖୋଳତାଡ଼
- କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: କାର୍ଯ୍ୟାଳୟ ଶୁଦ୍ଧୀକରଣ ସହ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ
- ୭ ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ଅନୀଲ-ମାଧୁରୀ: ଚର୍ଚ୍ଚାରେ ‘ମା-ବେହନ୍’
- ପ୍ରମାଣପତ୍ର ବିଳମ୍ବ ଯୋଗୁଁ ଅଟକିବନି ଆଡମିଶନ୍, ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ
- Delhi Fire: LGP ସିଲିଣ୍ଡର ନୁହେଁ ଇଲେକ୍ଟ୍ରିକ୍ ଷ୍ଟୋଭରୁ ଘଟିଥିଲା ଅଗ୍ନିକାଣ୍ଡ, ସତ ଓଗାଳିଲା ହୋଟେଲ ରୋଷେୟା
Comments are closed.