ଭୁବନେଶ୍ୱର: ମଣିପୁର ଉପନିର୍ବାଚନରେ ସଫଳତା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜଯନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାଯିତ୍ୱ ମିଳିଛି ।
ସେହିପରି ସମ୍ବିତ ପାତ୍ରଙ୍କୁ ମଣିପୁର ଓ ଡି. ପୁରନ୍ଦେଶ୍ୱରୀଙ୍କୁ ଓଡିଶା ଦାଯିତ୍ୱ ମିଳିଛି । ସେହିପରି ବିଜୟପାଲ ସିଂଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି ।
ମୋତ ୩୬ ଟି ସାଂଗଠନିକ ପ୍ରଦେଶ ପାଇଁ ବିଜେପି ପକ୍ଷରୁ ପ୍ରଭାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି ।
Bharatiya Janata Party (BJP) releases list of its state in-charges; Sambit Patra has been appointed as in-charge of Manipur, Tarun Chugh appointed as in-charge of Jammu & Kashmir, Ladakh & Telangana. pic.twitter.com/SEhKunbDdI
— ANI (@ANI) November 13, 2020
Comments are closed.