ମାଲକାନଗିରି: ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିରେ ଏହି ଦୁର୍ଘଟଣା ଘଟିଛି । ଆଜି ଏକ କମାଣ୍ଡରରେ ବଣ୍ଡା ଘାଟିରୁ ଖଇରିପୁଟ ଅଭିମୁଖେ କିଛି ଯାତ୍ରୀ ଯାଉଥିଲେ । ହଠାତ୍ ଗାଡିର ବ୍ରେକ୍ ଫେଲ ହେଇଯିବାରୁ ଭାରସାମ୍ୟ ହରାଇ ଘାଟି ତଳକୁ ଖସି ପଡ଼ିଥିଲା । ଆହତମାନଙ୍କୁ ଖାଇରିପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
BREAKING NEWS
- କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଅଫିସରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: କାର୍ଯ୍ୟାଳୟ ଶୁଦ୍ଧୀକରଣ ସହ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ
- ୭ ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ଅନୀଲ-ମାଧୁରୀ: ଚର୍ଚ୍ଚାରେ ‘ମା-ବେହନ୍’
- ପ୍ରମାଣପତ୍ର ବିଳମ୍ବ ଯୋଗୁଁ ଅଟକିବନି ଆଡମିଶନ୍, ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ
- Delhi Fire: LGP ସିଲିଣ୍ଡର ନୁହେଁ ଇଲେକ୍ଟ୍ରିକ୍ ଷ୍ଟୋଭରୁ ଘଟିଥିଲା ଅଗ୍ନିକାଣ୍ଡ, ସତ ଓଗାଳିଲା ହୋଟେଲ ରୋଷେୟା
- ଖୁବଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ
- କଫ ସିରପ୍ ସହ ବନ୍ଧୁକ ଓ ଜୀବନ୍ତ ଗୁଳି ଚାଲାଣ ବେଳେ ପର୍ଦ୍ଦାଫାଶ, ୪ ଗିରଫ
- ବ୍ରହ୍ମପୁରରେ ପୋଲିସ ବାବୁଙ୍କ ଦେହରେ ଲାଗିଲା ନିଆଁ: ସ୍ତ୍ରୀ ଓ ଶଳାଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ
- ୭ ରାଜ୍ୟରେ ପହଞ୍ଚିଲା ମୌସୁମୀ: ୨୧ ରାଜ୍ୟକୁ ବର୍ଷା ଆଲର୍ଟ
- ଷ୍ଟେସନରେ ଭେଣ୍ଡରଙ୍କଠୁ ବେଆଇନ ବଟି ଆଦାୟ କରି ଆରପିଏଫ୍ ଇନ୍ସପେକ୍ଟର ନିଲମ୍ବିତ
- ବୈଭବଙ୍କ ପାଇଁ ବଦଳିଲା ବିସିସିଆଇର ନିଷ୍ପତ୍ତି, ମା ଓ ବାପା ମଧ୍ୟ ଯିବେ ଇଂଲଣ୍ଡ…
Comments are closed.