Latest Odisha News

BREAKING NEWS

ଦଳି ଦେଲା ଦନ୍ତା, ଦୁଇ ଜଣଙ୍କର ମୃତ୍ୟୁ

ସୁନ୍ଦରଗଡ଼: ଦଳି ଦେଲା ଦନ୍ତା । ହାତୀ ଆକ୍ରମଣରେ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଲାଠିକଟା ବ୍ଲକ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଆଜି ସକାଳେ ମଲଙ୍ଗା ଗାଁର ଗାନ୍ଦୁରୁ ଓରାମ ନିଜ ଘର ନିକଟ ବଗିଚାରେ କାମ କରୁଥିଲେ । ଏତିକିବେଳେ ଏକ ଦନ୍ତାହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା ।

BjdElectrycity

ସେହିପରି କନରସୁଆଁ ଗାଁରେ ହାତୀ ଆକ୍ରମଣରେ ଆଉ ଜଣେ ପ୍ରାଣ ହରାଇଛନ୍ତି । ମୃତକଙ୍କ ନାଁ କାର୍ତ୍ତିକ ଭୂମିଜ । ସେ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ହାଵୁଡ଼ରେ ପଡ଼ିଥିଲେ । ତାଙ୍କୁ କଚାଡି ମାରି ଦେଲା ହାତୀ ।

Leave A Reply

Your email address will not be published.