Latest Odisha News

BREAKING NEWS

ବିିଧାନସଭା ଆପରାହ୍ନ ୩ଟା ଯାଏଁ ମୁୁଲତବୀ

ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବିଧାନସଭାରେ ହଙ୍ଗାମା ହୋଇଛି । ଗୃହରେ ବିଜେପି ଓ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରିଥିଲେ । ଏଥି ସହ ସର୍ବଦଳୀୟ ବୈଠକ ଡାକିବାକୁ ବିରୋଧୀ ଦାବି କରିଛନ୍ତି । ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଦିନ ୩ଟା ଯାଏଁ ମୁଲତବୀ କରିଛନ୍ତି ।

ଅନ୍ୟ ପଟରେ ସ୍କୁଲବନ୍ଦ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସ୍କୁଲବ୍ନ୍ କରିବା ନୁହେଁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ । ତେବେ ୧୪ ହଜାର ନୁହେଁ ୭ ହଜାର ୭ଶହ ୭୨ଟି ସ୍କୁଲ ବନ୍ଦ କରାଯିବ । ତେବେ ମୁଖ୍ୟମନ୍ତ୍ରୀ ଏ ନେଇ କଣ ନିଷ୍ପତ୍ତି ନେବେ ତାହା ଉପରେ ଏହା ନିର୍ଭର କରେ ।

Leave A Reply

Your email address will not be published.