ନୂଆଦିଲ୍ଲୀ: ଦିନକୁ ଦିନ ବର୍ଦ୍ଧିତ କରୋନା ମାମଲା ଲୋକଙ୍କ ସାଧାରଣ ଜୀବନଶୈଳୀକୁ ଅସ୍ତବ୍ୟସ୍ତ କରିସାରିଲାଣି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ବ ସମେତ ସାରା ଦେଶରେ କରୋନା କଟକଣାକୁ ଆହୁରି କଡାକଡି ଭାବେ ପାଳନ କରାଯାଉଛି। ସେହିଭଳି ମିରଟରେ ଏପର୍ଯ୍ୟନ୍ତ ୧୬୩୧୬ କରୋନା ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। ସେଥିମଧ୍ୟରୁ ୩୫୧ ରୋଗୀ କରୋନାରେ ପ୍ରାଣ ହରାଇସାରିଛନ୍ତି। ଏହି କାରଣରୁ ମିରଟ ଜିଲ୍ଲା ପ୍ରଶାସନ ଏକ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ପେଟ୍ରୋଲ ପମ୍ପଗୁଡ଼ିକରେ ମାସ୍କ ବିନା କାହାକୁ ପେଟ୍ରୋଲ ନଦେବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଏହା କରୋନାକୁ ବ୍ୟାପିବାରେ କିଛି ମାତ୍ରାରେ ଫଳପ୍ରଦ ହେବ ବୋଲି ଆଶା କରାଯାଇଛି।
BREAKING NEWS
- ରାସ୍ତାକଡ଼ ଚା’ ଦୋକାନ ଉପରେ ମାଡିଗଲା ଟ୍ରକ୍; ୩ ମୃତ
- ଛତୁଆ ଖାଇ ୨ ଶିଶୁକନ୍ୟାଙ୍କ ମୃତ୍ୟୁ !
- ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କ୍ଲିନଚିଟ୍ ମିଳିନି; ମିଥ୍ଯା ପ୍ରଚାର କରାଯାଉଛି: ଆଇନଜୀବୀ
- ୨୬ରେ ଶପଥ ନେବେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
- ଋଷିକୁଲ୍ୟା ମୁହାଣରେ ଦ୍ୱିତୀୟ ପର୍ଯ୍ୟାୟ ସମୂହ ଅଣ୍ଡାଦାନ
- ଡିଲ୍ ସ୍ବରୂପ ବିଜେପିକୁ ୨୦ ଲୋକସଭା ଆସନ ଦେଇଥିଲା ବିଜେଡି: ଭକ୍ତ ଦାସ
- ମାଓ ଡମ୍ପ ଉଦ୍ଧାର, ବିପୁଳ ପରିମାଣର ବିସ୍ଫୋରକ ଜବତ
- ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ
- ଭାଙ୍ଗୁଛି ମାଓଗଡ; ୨୨ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ
- ଗ୍ରାଉଣ୍ଡରେ ଦୌଡ଼ି ଗିରଫ ହେଲେ କୋହଲିଙ୍କ ଫ୍ୟାନ
Comments are closed.