Latest Odisha News

BREAKING NEWS

Browsing Tag

corona guideline

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଫେରିଲେ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ

ଭୁବନେଶ୍ବର : ମହାମାରୀ କରୋନା ପାଇଁ ସଜାଗ ରାଜ୍ୟ ସରକାର । ସଂକ୍ରମଣକୁ ରୋକିବା ପାଇଁ କାଲିଠୁ ଆରମ୍ଭ ହେଉଛି ଲକଡାଉନ୍ । କିନ୍ତୁ ଏହି ଏବେ ଆହୁରି କଡ଼ା ପଦକ୍ଷେପ ନେଉଛନ୍ତି ସରକାର । ପୂର୍ବରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କଟକଣା ଜାରି କରିଥିଲେ ସ୍ବତନ୍ତ୍ର ରିଲିଫ୍‌ କମିଶନର । ଆଉ…

କରୋନା ପାଇଁ ସିଏମସିର ଗାଇଡଲାଇନ୍

କଟକ : ରାଜ୍ୟରେ ମୁଣ୍ଡ ଟେକିଲାଣି କରୋନା ସଂକ୍ରମଣ । କିଛି ଦିନ ପର୍ଯ୍ୟନ୍ତ ୨୦୦ ଉପରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ୪୦୦ ଟପିଛି ପଜିଟିଭ୍ ସଂଖ୍ୟା । କରୋନାକୁ ନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଥିବା ବେଳେ, ଏବେ କଟକରେ ସଜାଗ ହୋଇଛି ପ୍ରଶାସନ । ସଂକ୍ରମଣକୁ ଦୃଷ୍ଟିରେ ରଖି…

ଚିଲିକା ଦୋଳ ଉତ୍ସବ ନେଇ ଜାରି ହେଲା ଗାଇଡଲାଇନ

ଚିଲିକା : ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ଏହାକୁ କିପରି ରୋକିହେବ ସେନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଏହି କ୍ରମରେ ଚିଲିକା ଦୋଳ ଉତ୍ସବ ପାଇଁ ଲାଗୁ ହୋଇଛି ଗାଇଡଲାଇନ୍ । ଚିଲିକା ବ୍ଲକର ବହୁ ପ୍ରସିଦ୍ଧ ନଈରୀ ଦଶଦୋଳ ଓ ବଉଳାବନ୍ଧ ଏଗାରଦୋଳ…

ପୁଣି ଡରାଇଲାଣି କରୋନା, ଏପ୍ରିଲ ମାସ ପାଇଁ ଗାଇଡଲାଇନ୍ ଜାରି କଲା କେନ୍ଦ୍ର 

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ । ଅନେକ ରାଜ୍ୟରେ କରୋନା ଜନିତ ସଂକ୍ରମଣ ଦ୍ରୁତ ବେଗରେ ବଢିବାରେ ଲାଗିଛି । ଏହାରି ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏପ୍ରିଲ ମାସ ପାଇଁ ଗାଇଡଲାଇନ୍ ଜାରି କରିଛି । ଗାଇଡଲାଇନରେ ମୁଖ୍ୟତଃ ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ ରଣନୀତି ଉପରେ କାମ କରିବାକୁ…

ରାଜ୍ୟ ସରକାରଙ୍କ କରୋନା କଟକଣା

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣ ପାଇଁ ବଢ଼ିଲାଣି ଚିନ୍ତା । ସଂକ୍ରମଣ କିପରି ନବ୍ୟାପିବ, ଏଥିପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର । ଏଣିକି ବିବାହ ଉତ୍ସବରେ ଲୋକସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ବିବାହ କାର୍ଯ୍ୟରେ ୫୦୦ ଲୋକଙ୍କୁ ଏକାଠି…

ମାର୍ଚ୍ଚ ମାସ ପାଇଁ କରୋନା ଗାଇଡ୍‌ଲାଇନ୍‌ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର : କରୋନା ପାଇଁ ମାର୍ଚ୍ଚ ମାସର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ଜିଲ୍ଲାପାଳ, ସ୍ଥାନୀୟ ଅଧିକାରୀ ସତର୍କତାର ସହ କରିପାରିବେ କଣ୍ଟେନମେଣ୍ଟ । ଜନସଚେତନତା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାଘର ଓ ଶୁଦ୍ଧିକାର୍ଯ୍ୟରେ ସର୍ବାଧିକ ୫୦୦ ଲୋକଙ୍କୁ…

ଫେବୃଆରୀ ମାସ ପାଇଁ କରୋନା ଗାଇଡଲାଇନ

ନୂଆଦିଲ୍ଲୀ: ଫେବୃଆରୀ ମାସ ପାଇଁ କେନ୍ଦ୍ର ସରକାର ଜାରି କଲେ କରୋନା ଗାଇଡଲାଇନ। ଜାନୁଆରୀ ମାସ ଭଳି ଫେବୃଆରୀ ମାସର ଗାଇଡଲାଇନରେ ବିଶେଷ କିଛି ପରିବର୍ତ୍ତନ କରାଯାଇନାହିଁ । ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର ।…

ମହାରାଷ୍ଟ୍ର ଯିବା ପାଇଁ କରୋନା ନେଗେଟିଭ୍ ରିପୋର୍ଟ ଆବଶ୍ୟକ, ନୂଆ ଗାଇଡଲାଇନ୍ ଜାରି କଲେ ସରକାର

ଦିଲ୍ଲୀ ପରେ ମହାରାଷ୍ଟ୍ରରେ ପୁଣି ବଢୁଛି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ବାହାରୁ ବିମାନ ଓ ସଡକ ପଥରେ ଆସୁଥିବା ଲୋକଙ୍କ ପାଇଁ ଗାଇଡଲାଇନ୍ ଜାରି କରାଯାଇଛି । ଘରୋଇ ବିମାନରେ ଦିଲ୍ଲୀ ଏନସିଆର, ରାଜସ୍ଥାନ,…

ମାସ୍କ ନପିନ୍ଧିଲେ ମିଳିବନି ପେଟ୍ରୋଲ

ନୂଆଦିଲ୍ଲୀ: ଦିନକୁ ଦିନ ବର୍ଦ୍ଧିତ କରୋନା ମାମଲା ଲୋକଙ୍କ ସାଧାରଣ ଜୀବନଶୈଳୀକୁ ଅସ୍ତବ୍ୟସ୍ତ କରିସାରିଲାଣି। ଏହାକୁ ଦୃଷ୍ଟିରେ ରଖି ସମଗ୍ର ବିଶ୍ବ ସମେତ ସାରା ଦେଶରେ କରୋନା କଟକଣାକୁ ଆହୁରି କଡାକଡି ଭାବେ ପାଳନ କରାଯାଉଛି। ସେହିଭଳି ମିରଟରେ ଏପର୍ଯ୍ୟନ୍ତ ୧୬୩୧୬ କରୋନା ସଂକ୍ରମିତ…