ଲଣ୍ଡନ: ବ୍ରିଟେନର ସଙ୍ଗୀତକାର ପଲ ବର୍ଟନ ଏବେ ସୋସିଆଲ ସାଇଟରେ ବେଶ୍ ଲୋକପ୍ରିୟ ହୋଇ ଉଠିଛନ୍ତି । ଏହାର କାରଣ ହେଲା ତାଙ୍କ ସଙ୍ଗୀତ ଶୁଣିବା ପାଇଁ ମାଙ୍କଡପଲ ମଧ୍ୟ ବନ୍ଧୁତା କରିବାକୁ ପଛାଇ ନ ଥିଲେ । ଘଟଣାଟି ଏହିପରି..ଥାଇଲାଣ୍ଡର ଅନେକ ଐତିହାସିକ କୀର୍ତିରାଜ ଉପରେ ମାଙ୍କଡ କବଜା ରହିଛି । ଏଠାକୁ ପର୍ଯ୍ୟଟକ ଆସିଲେ ସେମାନେ ହିଂସ୍ର ହୋଇ ଉଠିଥାନ୍ତି । ସମସ୍ତ ଯୋଜନା ବିଫଳ ହେବା ପରେ ବର୍ଟନ ନିଜ ଆଡୁ ଉପରୋକ୍ତ ଉଦ୍ୟମ କରିଥିଲେ ।
ସେ ସେମାନଙ୍କ ଗହଣରେ ଯାଇ ପିଆନୋ ବଜାଇବା ଆରମ୍ଭ କରିଥିଲେ ।ଆଶ୍ଚର୍ଯ୍ୟଜନକ ଭାବେ ମାଙ୍କଡମାନେ ଉଗ୍ର ହେବା ପରିବର୍ତେ ଶାନ୍ତ ହୋଇ ପଡିଥିଲେ । ଏପରି କି ସେମାନେ ବର୍ଟନଙ୍କ ଚାରି ପଟେ ବସି ସଙ୍ଗୀତର ମଜା ଉଠାଇଥିଲେ । ପୂର୍ବରୁ ସେ ଜଙ୍ଗଲରେ ହାତୀମାନଙ୍କୁ ଏହି ଟେକନିକରେ ଶାନ୍ତ କରାଉଥିଲେ । ତେବେ ମାଙ୍କଡଙ୍କ ତୁଳନାରେ ହାତୀଙ୍କୁ ଶାନ୍ତ କରାଇବା କଷ୍ଟକର ବ୍ୟାପର ଥିଲା ବୋଲି କହିଛନ୍ତି ।
BREAKING NEWS
- ସମ୍ପାଦକ ଦେବଜିତ ସାଇକିଆଙ୍କ ଅସୁସ୍ଥତା ଯୋଗୁଁ ସ୍ଥଗିତ ରହିଲା ବିସିସିଆଇର ସମୀକ୍ଷା ବୈଠକ
- ଆପଣଙ୍କ ନାମରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ଅଛି? ‘ସଞ୍ଚାର ସାଥୀ’ ପୋର୍ଟାଲ ଜରିଆରେ ଏମିତି କରନ୍ତୁ ଯାଞ୍ଚ
- ଭୁବନେଶ୍ୱର ଓ କଟକରୁ ୪୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ: ୪୨ ଜଣଙ୍କୁ କରାଗଲା ଦେଶାନ୍ତର
- “ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ”: ମୃତ୍ୟୁଦଣ୍ଡ ଏବଂ ଗିରଫଦାରୀର ଆଶଙ୍କା ସତ୍ତ୍ୱେ ବାଂଲାଦେଶ ଫେରିବାକୁ ଶେଖ୍ ହସିନାଙ୍କ ଘୋଷଣା
- “ପିଲାଙ୍କୁ ବଞ୍ଚିବାକୁ ଦେଉନାହାନ୍ତି ନା ପଢ଼ିବାକୁ ଦେଉନାହାନ୍ତି”: ରାହୁଲ ଗାନ୍ଧୀଙ୍କ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ପ୍ରହାର
- ପ୍ରତି ୨୦ ହଜାର ବର୍ଷରେ ସବୁଜିମାରେ ଭରିଯାଏ ସାହାରା ମରୁଭୂମି !
- ‘ଗଜନୀ’ ବିନା ଅଧୁରା ଥିଲା ଫିଲ୍ମ: ଅଭିନେତା ପ୍ରଦୀପ ରାୱତଙ୍କ ପରଲୋକରେ ଶୋକ ପ୍ରକାଶ କଲେ ଆମୀର ଖାନ୍
- ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା; SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ
- ରୋହିତଙ୍କ ଭବିଷ୍ୟତକୁ ନେଇ ବିସିସିଆଇ ଓ ଚୟନ କମିଟି ମଧ୍ୟରେ ବଢ଼ିଲା ମତଭେଦ
- ବନ୍ୟା ଉଦ୍ଧାର କାର୍ଯ୍ୟ ବେଳେ ଶହୀଦ ଅଗ୍ନିଶମ କର୍ମଚାରୀ ଚନ୍ଦନଙ୍କ ପରିବାରକୁ ଆର୍ଥିକ ସହାୟତା
Comments are closed.