Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକା ବଣ୍ଟନ ଉପରେ ୩ଟି କଥା କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକାକୁ ନେଇ ଓଡ଼ିଶାର ରୋଡ ମ୍ୟାପ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ଟିକା ବଣ୍ଟନ ନେଇ ଓଡ଼ିଶାରେ ଏକ ସିଷ୍ଟମ ପ୍ରସ୍ତୁତ ରହିଛି। ଟିକା ଆସିଲେ କେଉଁ ମାନଙ୍କୁ ପ୍ରାଥମିକତା ଦିଆଯିବ ସେକଥା କହିଥିଲେ ମୁଖ୍ୟମନ୍ତ୍ରୀ।

ଟିକା ଆସିବା କ୍ଷଣି ଫୋକସରେ ରହିବେ ଫ୍ରଣ୍ଟ ଲାଇନ ହେଲଥ ଓ୍ବାର୍କର୍ସ, ୫୦ ବର୍ଷରୁ ଅଧିକ ବୟସ୍କ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ଯକ୍ତି। ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଟି ଜୀବନ ବଞ୍ଚାଇବାକୁ ଟିକାକରଣ ପାଇଁ ପ୍ରସ୍ତୁତ ଥିଲେ ବି ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଇ ସଜାଗ ରହିଛୁ।

Leave A Reply

Your email address will not be published.