Latest Odisha News

BREAKING NEWS

Browsing Tag

PM CM Meeting

କରୋନା ଲଢ଼େଇ ପାଇଁ ମୋଦିଙ୍କ ୩ଟି ମନ୍ତ୍ର; ଖୁବ୍ ଶୀଘ୍ର ହେଉ ଶିଶୁଙ୍କ ଟୀକାକରଣ

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ କରିଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ସହ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି ।…

ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ନାଲି ଆଖି ଦେଖାଇଛି । ବିଭିନ୍ନ ରାଜ୍ୟରେ ବ୍ୟାପୁଛି ସଂକ୍ରମଣ । ଏଭଳି ସମୟରେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ସାଢ଼େ 12ଟାରେ ବୈଠକ ବସିବ । ବିଶେଷ କରି…

ଟିକାକରଣ ପୂର୍ବରୁ ଆଜି ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ୧୬ ତାରିଖରେ କରୋନା ବିରୋଧୀ ଲଢ଼େଇରେ ବଡ଼ ଅଭିଯାନ ଆରମ୍ଭ କରିବ ଭାରତ । ଦେଶବ୍ୟାପୀ ଆରମ୍ଭ ହେବ କୋଭିଡ୍ ଟିକାକରଣ । ତାପୂର୍ବରୁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭର୍ଚୁଆଲରେ ଏହି ବିଚାରବିମର୍ଶ ହେବ ।…

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକା ବଣ୍ଟନ ଉପରେ ୩ଟି କଥା କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଟିକାକୁ ନେଇ ଓଡ଼ିଶାର ରୋଡ ମ୍ୟାପ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଥିଲେ, ଟିକା ବଣ୍ଟନ ନେଇ ଓଡ଼ିଶାରେ ଏକ ସିଷ୍ଟମ ପ୍ରସ୍ତୁତ ରହିଛି। ଟିକା ଆସିଲେ କେଉଁ ମାନଙ୍କୁ ପ୍ରାଥମିକତା ଦିଆଯିବ ସେକଥା କହିଥିଲେ…

ଆଜି ପିଏମ୍-ସିଏମ୍ ଆଲୋଚନା

ନୂଆଦିଲ୍ଲୀ: ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ । ଆସନ୍ତା ୩୧ ତାରିଖରେ ସରୁଛି ଅନକଲ୍ ୨.୦ । ତାପୂର୍ବରୁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକରେ କୋଭିଡ୍…