ନୟାଗଡ଼: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ବରୀ ଆଜି ନୟାଗଡ଼ରେ ପହଞ୍ଚିଛନ୍ତି । ଜିଲ୍ଲା ବିଜେପି କାର୍ୟ୍ୟାଳୟରେ ପହଞ୍ଚିବା ପରେ ତାଙ୍କପ ସ୍ବାଗତ କରାଯାଇଥିଲା । ପୁରନ୍ଦେଶ୍ବରୀ ଯଦୁପୁର ଯାଇ ପରୀର ପରିବାରକୁ ଭେଟିବେ । ତାଙ୍କ ସହ ଉପସ୍ଥିତ ଅଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ପରୀ ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରୁଛି ବିଜେପି ।
ଓଡ଼ିଶାର ବିଜେପିର ପ୍ରଭାରୀ ନିଯୁକ୍ତ ପରେ ଗତକାଲି ଭୁବନେଶ୍ୱରରେ ପହଞ୍ଚିଥିଲେ ଡି. ପୁରନ୍ଦେଶ୍ୱରୀ । ଦାୟିତ୍ୱ ଗ୍ରହଣ ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଏହି ସମୟରେ ସେ ଦଳର ବରିଷ୍ଠ କର୍ମକର୍ତ୍ତା, ଜିଲ୍ଲା ଓ ବ୍ଲକ ସଭାପତି ଏବଂ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କୁ ଭେଟି ସଂଗଠନ ସମ୍ପର୍କରେ ଆଲୋଚନା କରିବା କାର୍ୟ୍ୟକ୍ରମ ରହିଛି ।
BREAKING NEWS
- ଏ କି ପ୍ରକାର ନ୍ୟାୟ ! ବିନା ଦୋଷରେ ସଜା କାଟିଲେ ୨୨ ବର୍ଷ
- ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ…
- ଅଗଷ୍ଟ ୧୭ରୁ ଆରମ୍ଭ ହୋଇପାରେ ସଂସଦର ସ୍ୱତନ୍ତ୍ର ଅଧିବେଶନ: ସୀମା ନିର୍ଦ୍ଧାରଣ ଓ ମହିଳା ଆରକ୍ଷଣ ବିଲ୍ ଉପରେ ହୋଇପାରେ ଆଲୋଚନା
- ମୁଖ୍ୟ ଚୟନକର୍ତ୍ତା ଦୌଡ଼ରେ ଲକ୍ଷ୍ମଣ
- ଝାରସୁଗୁଡ଼ାରେ ହ୍ରାସ ପାଉଛି ଡେଙ୍ଗୁ ସଂକ୍ରମଣ: ସପ୍ତାହକୁ ୪ ଦିନ ‘ଡ୍ରାଏ ଡେ’ ପାଳନ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ
- କପିଳ ଦେବଙ୍କ ରେକର୍ଡ ଭାଙ୍ଗିବା ଆଶାରେ ମିଚେଲ ଷ୍ଟାର୍କ
- ଭିଜିଲାନ୍ସ ଜାଲରେ ଫସିଲେ ଦୁଇ RTO କର୍ମଚାରୀ
- ସମ୍ପାଦକ ଦେବଜିତ ସାଇକିଆଙ୍କ ଅସୁସ୍ଥତା ଯୋଗୁଁ ସ୍ଥଗିତ ରହିଲା ବିସିସିଆଇର ସମୀକ୍ଷା ବୈଠକ
- ଆପଣଙ୍କ ନାମରେ କେତୋଟି ସିମ୍ କାର୍ଡ ଆକ୍ଟିଭ୍ ଅଛି? ‘ସଞ୍ଚାର ସାଥୀ’ ପୋର୍ଟାଲ ଜରିଆରେ ଏମିତି କରନ୍ତୁ ଯାଞ୍ଚ
- ଭୁବନେଶ୍ୱର ଓ କଟକରୁ ୪୮ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ: ୪୨ ଜଣଙ୍କୁ କରାଗଲା ଦେଶାନ୍ତର
Comments are closed.