ଭୁବନେଶ୍ୱର: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନର ଆନ୍ଦୋଳନକୁ ସମର୍ଥନ ଦେଇ ଓଡ଼ିଶାରେ ବିକ୍ଷୋଭ ପ୍ରଦର୍ଶନ । ଆଜି ବିଭିନ୍ନ ଟୋଲ୍ ଗେଟ ଆଗରେ କୃଷକ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ପିପିଲି ଟୋଲ୍ ଗେଟ୍ରେ ସଂଯୁକ୍ତ କୃଷକ ମୋର୍ଚ୍ଚା ବିକ୍ଷୋଭ କରିଛି । ସମସ୍ତ ଗାଡ଼ିକୁ ଟିକସ ମୁକ୍ତ ଦାବିରେ ପ୍ରତିବାଦ କରାଯାଇଛି ।
ସେହିପରି ଯାଜପୁରରେ ପାଣିକୋଇଲି ଓ ବାଲିଚନ୍ଦ୍ରପୁର ଟୋଲ୍ଗେଟ୍ରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ କରାଯାଯାଇଛି । ଟୋଲ ଗେଟ୍ରେ ସମସ୍ତ ଗାଡ଼ିକୁ ମାଗଣାରେ ଛାଡ଼ିଲେ ଚାଷୀ । କୃଷି ବିଲ୍ ବାତିଲ ନେଇ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି ।
BREAKING NEWS
- ରାଜଧାନୀ ରାଜରାସ୍ତାରେ ନଡ୍ଡା, କରୁଛନ୍ତି ପାଓ୍ବାର ସୋ
- +୯୨ ନମ୍ବର ଥିବା ହ୍ୱାଟ୍ସଆପ୍ କଲ୍ ଆସିଲେ ସାବଧାନ, ସାଇବର ଠକେଇ ନେଇ ସତର୍କତା
- ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କାରେ ୧୪ ଆହତ, ୪ ଜଣଙ୍କ ଅବସ୍ଥା ଗୁରୁତର
- ମର୍ମନ୍ତୁଦ ସଡକ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ୮ ଜଣଙ୍କ ଜୀବନ
- ଖଲ୍ଲିକୋଟରେ ରାଜନୈତିକ ହିଂସା: ଚାଲିଗଲା ଜଣଙ୍କର ଜୀବନ, ୭ ଆହତ
- ନିର୍ବାଚନ ସମୟରେ ବଢିବ ତାତି, ଶୀଘ୍ର ଆସିବ ମୌସୁମୀ
- ନବୀନ, ନଡ୍ଡାଙ୍କ ପ୍ରଚାରରେ ଦୁଲୁକିବ ରାଜଧାନୀ: ସକାଳେ ବିଜେପି, ସନ୍ଧ୍ୟାରେ ବିଜେଡିର ମେଗା ରୋଡ଼ ସୋ’
- ରାଜଧାନୀରେ ବିଳମ୍ବିତ ରାତିରେ ସିଲିଣ୍ଡର ବିସ୍ଫୋରଣ, ଜଳିଗଲା ୩ ଦୋକାନ
- ମୋଦୀଙ୍କ ପାଇଁ ଚିଙ୍ଗୁଡି ମସଲା ରାନ୍ଧିବେ ମାଷ୍ଟର ସେଫ୍ ମମତା
- ଶୀଘ୍ର ମୃତ୍ୟୁବରଣ କରିଥାଆନ୍ତି ଏହି ଖାଦ୍ୟ ଖାଉଥିବା ଲୋକେ…