Latest Odisha News

BREAKING NEWS

ବଏ୍‌ଫ୍ରେଣ୍ଡ୍‌ ଅଜୁର୍ନଙ୍କ ସହ ମସ୍ତି ମୁଡ୍‌ରେ ଅଭିନେତ୍ରୀ ମଲାଇକା

ନୂଆଦିଲ୍ଲୀ: ମସ୍ତି ମୁଡ୍‌ରେ ଅଭିନେତ୍ରୀ ମଲାଇକା ଅରୋରା। ମଲାଇକା ଏବେ ଗୋଆରେ ତାଙ୍କ ପ୍ରେମିକା ଅର୍ଜୁନ କପୁରଙ୍କ ସହ ଅନ୍ତରଙ୍ଗ ସମୟ ବିତାଉଛନ୍ତି। ତାଙ୍କ ପରିବାର ମଧ୍ୟ ମଲାଇକାଙ୍କ ସହ ଗୋଆରେ ଅଛନ୍ତି। ମଲାଇକା ମଧ୍ୟ ହଲିଡେର କିଛି ଫଟୋ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସେ ଏକ ଗ୍ରୁପ୍ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅର୍ଜୁନ କପୁର, ଭଉଣୀ ଅମୃତା ଅରୋରା ଏବଂ ତାଙ୍କ ସହ ଜଣେ ବନ୍ଧୁ ଅଛନ୍ତି।

ଫଟୋରେ, ମଲାଇକାଙ୍କ ସମେତ ତାଙ୍କ ପରିବାର ସମୁଦ୍ର କୂଳରେ ବସି ଥଣ୍ଡା ପବନର ମଜା ନେଉଥିବାର ଦେଖିବାକୁ ମିଳିଛି। ମଲାଇକା ଅରୋରା ଫଟୋ ସହିତ # ଗୋଆ ଡାଏରୀ ଲେଖିଛନ୍ତି। ଏହାପୂର୍ବରୁ ମଲାଇକା ଭଉଣୀ ଅମୃତାଙ୍କ ସହ ବହୁତ ସୁନ୍ଦର ଫଟୋ ପୋଷ୍ଟ କରିଥିଲେ। ଏଥିରେ ଉଭୟ ଭଉଣୀ ସମୁଦ୍ରର ସୁନ୍ଦର ଦୃଶ୍ୟ ଉପଭୋଗ କରୁଥିବାର ନଜର ଆସିଥିଲେ।

Comments are closed.