Latest Odisha News

BREAKING NEWS

ଗୋଡିପଡ଼ାରେ ଶିକ୍ଷୟିତ୍ରୀ ଛୁରାମାଡ କରି ନିଜ ବେକକୁ କାଟିଲା ଯୁବକ

ନୟାଗଡ଼: ଶରଣକୁଳ ଥାନା ଅଧୀନସ୍ଥ ଗୋଡିପଡ଼ାରେ ଯୁବକଙ୍କ ଉନ୍ମତକାଣ୍ଡ । ସ୍ଥାନୀୟ ଅଞ୍ଚଳରେ ଜଣେ ଯୁବକ ଜଣେ ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରି ନିଜ ବେକ କାଟିଥିବା ଅଭିଯୋଗ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.