Latest Odisha News

BREAKING NEWS

କାହିଁକି ଟୁଇଟର୍‌କୁ ‘ଚାଇନା ପପେଟ୍ କହିଲେ‌ କଙ୍ଗନା

ନୂଆଦିଲ୍ଲୀ: କଙ୍ଗନା ରାନାୱତ ଗୁରୁବାର ରାତିରେ ଏକ ଟୁଇଟ୍ କରି କହିଛନ୍ତି ଯେ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ ଧମକ ଦେଉଛି। ଏ ନେଇ ସେ କହିଛନ୍ତି ଯେ, “ଚାଇନାର ପପେଟ୍‌ ଟୁଇଟର। ଯଦିଓ ମୁଁ କୌଣସି ନିୟମର ଉଲ୍ଲଂଘନ କରିନାହିଁ, ତଥାପି ମୋ ଆକାଉଣ୍ଟକୁ ସ୍ଥଗିତ ରଖିବାକୁ ଧମକ ଦିଆଯାଉଛି। ଏହାସହିତ ସେ ଆହୁରି କହିଛନ୍ତି ଯେ ଯେଉଁଦିନ ମୁଁ ଯିବି ତୁମକୁ ସାଙ୍ଗରେ ନେଇ ଯିବି, ଠିକ୍ ସେହିପରି ଚାଇନାର ଟିକ୍ ଟକ୍‌ ଭଳି ତୁମକୁ ମଧ୍ୟ ନିଷେଧ କରାଯିବ। @ jack #ConspiracyAgainstlndia”।

Comments are closed.