ଭୁବନେଶ୍ୱର: ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ । କରୋନା ପରେ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପୁରୀ ଗସ୍ତ । ପୂର୍ବରୁ ପୁରୀ ଯାଇ ଉନ୍ନତିମୂଳକ ଓ ସୌନ୍ଦର୍ଯ୍ୟକରଣ କାମର ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ । ସେତେବେଳେ ଦର୍ଶନ କଟକଣା ଥିବାରୁ ସିଂହଦ୍ୱାର ନିକଟରୁ ପତିତପାବନଙ୍କୁ ଦର୍ଶନ କରିଥିଲେ ।
ସେହିପରି ଶ୍ରୀମନ୍ଦିର ବାଇ ଲ’କୁ ନେଇ ବିବାଦ ଭିତରେ ଆଜି ମୁଖ୍ୟମନ୍ତ୍ରୀ ପୁରୀ ଯାଉଛନ୍ତି । ଜାତୀୟ କିର୍ତ୍ତୀରାଜି କର୍ତ୍ତୃପକ୍ଷ (NMA) ଶ୍ରୀମନ୍ଦିର ଉପରେ ପ୍ରସ୍ତୁତ କରିଥିବା ଐତିହ୍ୟ ବାଇ-ଲ’କୁ ଅସନ୍ତୋଷ ପ୍ରକାଶ ପାଇଛି । ବାଇ ଲ’ ପ୍ରତ୍ୟାହାର ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ କଣ କହିବେ ତାଉପରେ ବି ନଜର ରହିଛି ।
BREAKING NEWS
- ୧୯ ବର୍ଷରୁ କମ ବିଶ୍ୱକପ: ରେକର୍ଡ ୧୦ମ ଥର ପାଇଁ ଫାଇନାଲରେ ଟିମ ଇଣ୍ଡିଆ, ଜର୍ଜଙ୍କ ଶତକ
- Forest Fire Control: ବନାଗ୍ନି ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯିବ କ୍ୟାମେରା ଓ ଡ୍ରୋନ;ନିଆଁ ଲାଗିଲେ ଏହି ନଂରେ କଲ୍…
- ତୁର୍କୀ ବିମାନର ଇଞ୍ଜିନରେ ନିଆଁ; କୋଲକାତା ଏୟାରପୋର୍ଟରେ ଜରୁରୀ ଅବତରଣ
- ମଣିପୁରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟୁମନାମ ଖେମଚାନ୍ଦ
- ଟି୨୦ ବିଶ୍ୱକପ : ଅଭିଷେକଙ୍କ ସହ ଓପିନଂ କରିବେ ଈଶାନ, ସଂଜୁ ବସିବେ ବେଂଚରେ
- Baloch Rebels Have US Weapons: ପାକିସ୍ତାନ ସେନା ପାଖରେ ନାହିଁ ଅସ୍ତ୍ର;ବିଦ୍ରୋହୀଙ୍କ ହାତରେ ଅତ୍ୟାଧୁନିକ ହତିଆର !
- ଡନ ୩, କ୍ରିଶ ୪ରେ ହେବକି ପ୍ରିୟଙ୍କାଙ୍କ ପ୍ରତ୍ୟାବର୍ତନ
- ରାଜ୍ୟରେ ସାଙ୍ଘାତିକ ଭାବେ ବଢୁଛି କ୍ୟାନ୍ସର ରୋଗୀଙ୍କ ସଂଖ୍ୟା, ଏହି ଜିଲ୍ଲାରେ ସର୍ବାଧିକ..
- ମନୋଜ ବାଜପେୟୀଙ୍କ ‘ଘୁସଖୋର୍ ପଣ୍ଡତ’କୁ ନେଇ ବିବାଦ, ଜାଣନ୍ତୁ କାହିଁକି…
- ଓଡ଼ିଶା ପୋଲିସର ଅପରେସନ ଅନ୍ଵେଷଣ-୨, ୫୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ପୋଲିସ
Comments are closed.