Latest Odisha News

BREAKING NEWS

Browsing Category

ପୁରୀ

Puri

Puri Temple Mysterious Animal: ଶ୍ରୀମନ୍ଦିର ଉପରେ ଦେଖାଗଲା ଅଜଣା ଜନ୍ତୁ, ଭିଡିଓ ଭାଇରାଲ ପରେ ବଢିଲା ଚର୍ଚ୍ଚା…

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଉପରେ ଚଢିଲା ଅଜଣା ଜନ୍ତୁ । ଉଦ୍ଧାର କଲେ ସେବାୟତ । ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଚଢ଼ିଗଲା ଏକ ଅଜଣା ଜୀବ । ଗୁରୁବାର ରାତିରେ ଏକାଦଶୀ ମହାଦୀପ ଉଠିବା ବେଳେ ଏହି ଅଘଟଣ ଦେଖିବାକୁ ମିଳିଥିଲା । ଯାହାପରେ ଏହା ଶୁଭ ନା ଅଶୁଭ ତାକୁ ନେଇ ସମଗ୍ର ଅଞ୍ଚଳରେ…

ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା ବୈଠକ

ପୁରୀ: ପୁରୀରେ ଆଜି ଆଉ କିଛି ସମୟ ପେରେ ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା ହେବ । ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏହା ପୂର୍ବରୁ ମନ୍ତ୍ରୀ ଶୁଭ ମନାସିଲେ । ଜଗନ୍ନଥଙ୍କୁ ଦର୍ଶନ କଲେ । ଗଣତି ମଣତି ସୁରୁଖୁରୁରେ ଶେଷ କରିବା ନେଇ ଆଶିର୍ବାଦ ଲୋଡ଼ିଲେ । ଶ୍ରୀମନ୍ଦିର ମୁଖ୍ୟ…

ମହାପ୍ରଭୁଙ୍କ ସୁନାବେଶ: କେଉଁ ଠାକୁର ପିନ୍ଧନ୍ତି କେଉଁ ଅଳଙ୍କାର?

ପୁରୀ: ଆଜି ପବିତ୍ର ସୁନାବେଶ । ସୁନାରେ ଛାଉଣୀ ହେବେ ଶ୍ରୀଜିଉ । ଦୁର୍ଲଭ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ। ଏହି ସୁନାବେଶ ସାମଗ୍ରୀ ଭଣ୍ଡାର ଘରୁ ପାଳିଆ…

ପୁରୀରେ ଭିଡ ଅସମ୍ଭାଳ: ପାର୍କିଂ ଫୁଲ୍, ଗାଡି ପାସ୍ ରଦ୍ଦ କଲା ପୁରୀ ପ୍ରଶାସନ

ପୁରୀ: ଆଜି ପୁରୀରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ଠାରୁ ପୁରୀରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଛି । ସକାଳୁ ସକାଳୁ ମହାପ୍ରଭଙ୍କୁ ଦେଖିବାକୁ ଭିଡ ବଢୁଥିବା ବେଳେ ଏବେ ପ୍ରାୟ ପୁରୀରେ ଥିବା ସମସ୍ତ ପାର୍କି ସ୍ଲଟ୍ ପୂରଣ ହୋଇସାରିଲାଣି । ଯାହାକୁ ଦୃଷ୍ଟିରେ ରଖି…

ଜମୁଛି ସାହିଯାତ, ଆଜି ସୀତା ଚୋରି ଲୀଳା….

ପୁରୀ: ପୁରୀରେ ଜମୁଛି ପାରମ୍ପରିକ ସାହିଯାତ । ପବିତ୍ର ରାମନବମୀ ତିଥିରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ସାହିଯାତ ଆଜି ପଞ୍ଚମ ଦିନରେ ପହଞ୍ଚିଛି । ଶ୍ରୀମନ୍ଦିର ରୀତିନୀତି ସହ ସମ୍ପୃକ୍ତ ଏହି ସାହିଯାତ ରାମାୟଣ କଥାବସ୍ତୁ ଉପରେ ଆଧାରିତ । ଏହା ଏକ ଭାଇଚାରାର ପ୍ରତୀକ ।…

ମାର୍ଚ୍ଚ ସୁଦ୍ଧା ସରିବ ରତ୍ନଭଣ୍ଡାର ମରାମତି କାମ

ପୁରୀ: ମାର୍ଚ୍ଚ ସୁଦ୍ଧା ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ । ଏବେ ମହାପ୍ରଭୁଙ୍କ ମକର ନୀତିକାନ୍ତି ପାଇଁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରହିଥିବା ବେଳେ ଏହା ପୁଣି ଆସନ୍ତା ୧୭ରୁ ଆରମ୍ଭ ହେବ । ମାର୍ଚ୍ଚ ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ନେଇ ସୂଚନା…

କାଲି ଶାମ୍ବ ଦଶମୀ: ବିନା ଏଣ୍ଟ୍ରି ଫି’ରେ ସୂର୍ଯ୍ୟ ମନ୍ଦିର ବୁଲିବେ ପର୍ଯ୍ୟଟକ

କୋଣାର୍କ: ଶାମ୍ବଦଶମୀରେ ମାଗଣାରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରିବେ ପର୍ଯ୍ୟଟକ। ଗୁରୁବାର ଶାମ୍ବଦଶମୀ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରବେଶ ଶୁଳ୍କ  ଛାଡ କରାଯାଇଥିବା ଏଏସ୍‌ଆଇ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ପବିତ୍ର…

ନିଲମ୍ବିତ ହେଲେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ

ପୁରୀ: ନିଲମ୍ବିତ ହେଲେ ଶ୍ରୀମନ୍ଦିର ସେବାୟତ ବିଶ୍ବନାଥ ଖୁଣ୍ଟିଆ । ଶ୍ରୀମନ୍ଦିର ପରିସରରେ ବିଶୃଙ୍ଖଳା ସହ ଅନ୍ୟ ସେବାୟତଙ୍କୁ ମାର୍‌ପିଟ୍ ଘଟଣାରେ ଆଜି କାର୍ଯ୍ୟନୁଷ୍ଠାନ ଗ୍ରହଣ କରି କିଛି ଏପରି ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ମାରପିଟ୍ ଘଟଣାରେ…

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍: ହେବ କଠୋର କାର୍ଯ୍ୟନୁଷ୍ଠାନ, ଏଣିକି ପୋଲିସ୍ ଜଗିବେ..

ପୁରୀ: ଶ୍ରୀମନ୍ଦିର କେମିତି ଉଡିଲା ଡ୍ରୋନ୍ ? କ’ଣ କରୁଥିଲେ ସୁରକ୍ଷା କର୍ମୀ? ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ ଜୋନରେ କିପରି ଡ୍ରୋନ୍ ଉଡିଲା ସେନେଇ ଏବେ ତନାଘନା ଚାଲିଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ମନ୍ତ୍ରୀ କହିଛନ୍ତି,…

ଜନ ସମୁଦ୍ର ପାଲଟିଛି ବଡଦାଣ୍ଡ: ଅସମ୍ଭାଳ ଭିଡରେ ୧୦ ଅସୁସ୍ଥ

ପୁରୀ: ନୂଆବର୍ଷ ପାଖେଇ ଆସୁଥିବାରୁ ଏବେ ଛୁଟିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କ ସୁଅ । ଜନସମୁଦ୍ର ପାଲଟିଛି ଶ୍ରୀମନ୍ଦିର ପରିସର । ବର୍ଷର ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚିଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ…