Latest Odisha News

BREAKING NEWS

କାଉନସିଲର ଓ କର୍ପୋରେଟର ଆସନରେ ବହୁ ଆଗରେ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସକାଳ ୮ଟାରୁ ପୌର ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । ସାମନାକୁ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । କାଉନସିଲର ଓ କର୍ପୋରେଟର ଆସନରେ ବିଜେଡି ବହୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ୩୫୪ ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେହିପରି ୬୧ ଆସନରେ ଆଗରେ…

NATO ବିରୋଧରେ ବଡ଼ ବୟାନ ଦେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୭ ଦିନରେ ପହଞ୍ଚିଲାଣି ରୁ୍ଷ୍-ୟୁକ୍ରେନ୍ ଲଢ଼େଇ । ରୁଷ୍ ଜୋରଦାର ହମଲା କରୁଛି । ଶକ୍ତିଶାଳୀ ପୁଟିନ୍ ସେନା ଆଗରେ ମୁଣ୍ଡ ନୁଆଇବା ସ୍ଥିତିରେ ନାହିଁ ଯୁକ୍ରେନ୍ । ଏଭଳି ସ୍ଥିତିରେ ନାଟୋ ବିରୋଧରେ ବଡ଼ ବୟାନ ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ନାଟୋ…

ହେଭିୱେଟ୍ ଫେଲ୍: ଚନ୍ନି, ସିଦ୍ଧୁ, ଅମରିନ୍ଦର, ବାଦଲ ଓ ଧାମିଙ୍କୁ କିଏ ହରାଇଲେ ଜାଣନ୍ତୁ

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ୪ଟି ରାଜ୍ୟରେ ସରକାର ଗଠନ କରିବ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ କ୍ଷମତା ବଜାୟ ରଖିଲା ବିଜେପି । ପଞ୍ଜାବରେ କଂଗ୍ରେସ ହାତରୁ କ୍ଷମତା ଛଡ଼ାଇ ଆଣିଲା ଆମ୍ ଆଦମୀ ପାର୍ଟି । ଚଳିତ ନିର୍ବାଚନରେ ବହୁ ହେଭିଓ୍ୱେଟ ପରାଜୟର…

ରାଜ୍ୟରେ ତିନି ଶହ ତଳକୁ ଖସିଲା ଦୈନିକ କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ ଖସୁଛି । ତିନି ଶହ ତଳକୁ ଖସିଛି ଦୈନିକ କେସ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୯୩ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୭୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୨୨ । ୧୮ ବର୍ଷ ଭିତରେ ଆଉ ୮୬ ପଜିଟିଭ୍…

ଆଜି ରାଜ୍ୟରୁ ୨୧୦୬ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି ଦୈନିକ କରୋନା ସଂକ୍ରମଣ । ଦୁଇ ହଜାରକୁ ଖସିଲାଣି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୧୦୬ ସଂକ୍ରମିତ । କ୍ୱାରେଣ୍ଟିନରୁ ୧୨୨୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୭୭ । ୧୮ ବର୍ଷ ଭିତରେ ଆଉ ୩୨୪ ଜଣ ପଜିଟିଭ୍ ବାହାରିଛନ୍ତି ।…

ଓଡ଼ିଶାରେ କାବୁ ପାଉଛି କରୋନା: ଆଜି ୨୬୦୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଟ୍ରେଣ୍ଡ ଖସୁଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ୩ ହଜାର ତଳେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨ହଜାର ୬୦୩ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୫୨୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

୫ ବର୍ଷ ପୁଅକୁ ଦଳି ମାରିଲା ଦନ୍ତା, ବାପା ଗୁରୁତର

କାମାକ୍ଷାନଗର: ବାପ-ପୁଅଙ୍କୁ ଦଳିଲା ଦନ୍ତା । ହାତୀ ଆକ୍ରମଣର ୫ ବର୍ଷ ପୁଅର ଜୀବନ ଯାଇଛି । ବାପାଙ୍କର ଅବସ୍ଥା ଗୁରୁତର ରହିଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ମହୁଲଡଗର ଗାଁରେ ଏହି ଘଟଣା ଘଟିଛି । ମୃତକ ହେଲେ ରସାନନ୍ଦ ଜେରେଇଙ୍କ ୫ବର୍ଷର ପୁଅ ଋଷି ଜେରେଇ । ଗତ କିଛି ଦିନ…

ସମିତିସଭ୍ୟ ପ୍ରାର୍ଥୀ ନିଖୋଜ, ପୁସିଂ କାର୍ଡ ଛପାଇବାକୁ ଯାଇ ଫେରି ନାହାନ୍ତି

ଢେଙ୍କାନାଳ: ସମିତିସଭ୍ୟ ପ୍ରାର୍ଥୀ ନିଖୋଜ । ପୁସିଂ କାର୍ଡ ଛପାଇବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଗାଁ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ସୁବ୍ରତ ବେହେରା । ନିଖୋଜ ନେଇ କଣ୍ଟାବଣିଆ ଥାନାରେ ପରିବାର ପକ୍ଷରୁ…

ଖସୁଛି କରୋନା ଗ୍ରାଫ: ଆଜି ରାଜ୍ୟରୁ ୫୦୫୭ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ଦୈନିକ କରୋନା କେସ୍ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୫ ହଜାର ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୫ହଜାର ୫୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୯୩୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୧୨୫ । ୧୮ ବର୍ଷ ଭିତରେ ଆଉ ୬୬୭ ଜଣ…

ଆଜି ଓଡ଼ିଶାରେ ପୁଣି ୧୧ହଜାର ପାର କଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର: ଦିନେ କମିବା ପରେ ପୁଣି ବଢ଼ିଲା । ରାଜ୍ୟରେ ପୁଣି ଥରେ ୧୧ହଜାର ପାର କରିଛି ଦୈନିକ କରୋନା କେସ୍ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୧ହଜାର ୮୬ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୪୩୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୫୫ । ୧୮ ବର୍ଷ ଭିତରେ ଆଉ ୧୦୬୧…