ଭୁବନେଶ୍ୱର : ଆସନ୍ତକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଭୟ ବୈଠକ ବସିବ । ଲୋକସେବା ଭବନରେ ଅପରାହ୍ଣରେ ବୈଠକ ବସିବ । ୨୦୨୧-୨୨ ଆର୍ଥିକ ବର୍ଷ ବଜେଟକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ କରାଯିବାର ସମ୍ଭାବନା ରହିଛି ।
BREAKING NEWS
- ଏହି ଘାସ କଣ୍ଟ୍ରୋଲ କରେ ହାଇ ବିପି.. !
- ସମ୍ୱଲପୁରରେ ବସିବ ଜନତା ଦରବାର, ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ
- ଏହି ତେଲର ୨ ବୁନ୍ଦା ନାଭିରେ ପକାନ୍ତୁ, କେଶ ହେବ କଳା
- ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ, ୭ ଦିନ ଧରି ନିଖୋଜ ଥିଲା ନାବାଳକ
- ମହାପ୍ରଭୁଙ୍କର ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
- ଏହିସବୁ କ୍ୟାରିୟର ମୂଳାଙ୍କ ୧ ଥିବା ବ୍ୟକ୍ତିଙ୍କ ପାଇଁ ବେଷ୍ଟ…
- ଶ୍ରୀ ଭାଗବତ ସାର ୧୩: ଜ୍ଞାନ ଓ ବୈରାଗ୍ୟ ପ୍ରଭାବରେ ମଣିଷ ମନରେ ନିଷ୍କାମ ଭକ୍ତି ଜାଗ୍ରତ ହୁଏ
- ନୂଆ ରାସନ କାର୍ଡ ବଣ୍ଟନ ପାଇଁ ଜୋରଦାର ପ୍ରସ୍ତୁତି: ପରିବାରର ସମସ୍ତ ସଦସ୍ୟଙ୍କର ଇ-କେୱାଇସି ବାଧ୍ୟତାମୂଳକ
- ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ: ଆଗାମୀ ଦିନରେ ଆହୁରି ବଢ଼ିବ ପାରା!
- ବିଜେଡିର କାର୍ଯ୍ୟକାରିଣୀ ଘୋଷଣାରେ ବିଳମ୍ବ, ଅସନ୍ତୁଷ୍ଟଙ୍କ ଉପରେ ସମସ୍ତଙ୍କ ନଜର
Comments are closed.