Latest Odisha News

BREAKING NEWS

ଶ୍ରେଷ୍ଠ କଥା ଦଶକ ଲୋକାର୍ପିତ

ଭୁବନେଶ୍ୱର : ଫୁଲ ଭଗବାନ ଫାଉଣ୍ଡେସନ ତରଫରୁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ ସଂକଳନ ଶ୍ରେଷ୍ଠ କଥା ଦଶକ ଉନ୍ମୋଚିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଶ୍ରୀ ପତିଙ୍କ ସହ ପୌରୁଷର ସମ୍ପାଦକ ଅସିତ ମହାନ୍ତି , ଗାଳ୍ପିକ ରବି ସ୍ୱାଇଁ , ଗାଳ୍ପିକ ରବି ପଣ୍ଡା , ସଦାନନ୍ଦ ତ୍ରିପାଠୀ , ରାଜ୍ୟ ବର୍ଦ୍ଧନଧଳ ମହାପାତ୍ର, ସୀତେଶ ତ୍ରିପାଠୀ , ଅକ୍ଷୟ କୁମାର ମିଶ୍ର , ସର୍ବେଶ୍ୱର ଶତପଥୀ , ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.