ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ କେରଳ ବ୍ଲାଷ୍ଟର୍ସ ବିପକ୍ଷ ମ୍ୟାଚ ଓଡିଶା ଏଫସି ଡ୍ର ରଖିବା ଫଳରେ ଖେଳାଳିମାନଙ୍କ ମନୋବଳ ବଢ଼ିଛି । କ୍ରମାଗତ ପରାଜୟ ପରେ ଏଥର ଖେଳାଳିମାନେ ଲୟକୁ ଫେରିଛନ୍ତି ବୋଲି କୋଚ ଗେରୀ ପେୟଟନ କହିଛନ୍ତି । ଓଡିଶା ତାର ପରବର୍ତୀ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବ । ବ୍ରାଡ ଇନମାନଙ୍କ ଭଲ ପ୍ରଦର୍ଶନ କରିଥିଲେ । ଏବେ ବ୍ୟକ୍ତିଗତ ଭାବେ ପଲ ରାମଫାଙ୍ଗଜୁଆଭଙ୍କ ଫିଟ ହେବାକୁ ଅପେକ୍ଷା କରିଛି । ସେ ଫିଟ ହେଲେ ଦଳ ଆହୁରି ଶୃଙ୍ଖଳିତ ହେବ ବୋଲି ସେ କହିଛନ୍ତ ।
ଇନମ୍ୟାନଙ୍କୁ ମୋହନବାଗାନଠାରୁ ଆଣିବା ପରେ ସେ ତାଙ୍କ ଉପସ୍ଥିତି ପ୍ରତିପାଦିତ କରିବା ଆରମ୍ଭ କରିଛନ୍ତି । ଆଗକୁ ଆହୁରି ୪ଟି ମ୍ୟାଚ ଓଡିଶା ଏଫସି ଖେଳିବ । ଏଗୁଡିକରେ ଭଲ ପ୍ରଦର୍ଶନ କରି ପ୍ରଶଂସକଙ୍କୁ ମନ କିଣିବାକୁ ଚେଷ୍ଟା କରିବୁ ବୋଲି ପେୟଟନ କହିଛନ୍ତି । ଡିଏଗୋ ମୌରିସିଓ ଭଲ ଫର୍ମରେ ରହିଛନ୍ତି । ତାଙ୍କଠାରୁ ଆଗକୁ ଆହୁରି ଭଲ ପ୍ରଦର୍ଶନ ଆଶା କରୁଛୁ ବୋଲି କୋଚ କହିଛନ୍ତି ।
BREAKING NEWS
- ଟିମ ଇଣ୍ଡିଆର କ୍ଲିନ ସୁଇପ ଆଶା ଧୂଳିସାତ କଲେ ହୋପ
- Former CBI Director M. Nageshwar Rao:ରାଜନୀତିରେ ଏଣ୍ଟ୍ରି ମାରିଲେ ଓଡ଼ିଶା କ୍ୟାଡରର ଏହି ଆଇପିଏସ୍ ଅଧିକାରୀ;ସନାତନ ସମ୍ପର୍କରେ ଦେଲେ ବଡ ବୟାନ
- ଐତିହାସିକ ଫୁଟବଲ୍ ମ୍ୟାଚ୍ରେ ଭାରତକୁ ୪-୦ରେ ହରାଇଲା ବ୍ରାଜିଲ; ଏଷ୍ଟେଭାଓ, ପେଡ୍ରୋ ଓ ସାମୁଏଲ୍ ଲିନୋଙ୍କ ଗୋଲ୍
- Krushi Unnata Sahayogi: ‘କୃଷି ଉନ୍ନତ ସହଯୋଗୀ’ର ଶୁଭାରମ୍ଭ:୩୧୪ ବ୍ଲକରେ ନିୟୋଜିତ ହେବେ ୯୬୪ ଜଣ କୃଷି ଛାତ୍ର ସହଯୋଗୀ
- ଭାରତୀୟ ଦଳର ଏକଦିବସୀୟରେ ନୂଆ ଛକା ରେକର୍ଡ
- CJP protest at Shivaji Park:ମୁମ୍ବାଇ ପୋଲିସର କାର୍ଯ୍ୟାନୁଷ୍ଠାନ;ଦିପକେଙ୍କ ସମେତ ୫୦୦ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ
- ଶାରଦୀୟ ଦୁର୍ଗାପୂଜା; ଆଜିଠୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ବିଧି ଆରମ୍ଭ
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର
- ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହେଲେ ରାହୁଲ
- ନେସଲେର ‘ଲୋ ଫ୍ୟାଟ୍ ଡେରୀ ହ୍ୱାଇଟନ’ର ବିକ୍ରି ଉପରେ ରୋକ୍; କାହିଁକି ଅସୁରକ୍ଷିତ…

Comments are closed.