ଚେନ୍ନାଇ: ୮୯ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ଭାରତର ଏହା ବୃହତ ବିଜୟ । ଭାରତ ୩୧୭ ରନରେ ଦ୍ୱିତୀୟ କ୍ରିକେଟ ଟେଷ୍ଟକୁ ଜିତି ନେଇଛି । ଏହି ମ୍ୟାଚର ଅନ୍ୟ ରେକର୍ଡ ନିମ୍ନରେ ଦିଆଗଲା ।
୧. ପଦାର୍ପଣ ଟେଷ୍ଟରେ ଭାରତ ପକ୍ଷରୁ ଷଷ୍ଠ ଖେଳାଳି ଭାବେ ଅକ୍ଷର ପଟେଲ ୫ ଉଇକେଟ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଭି.କୁମାର,ଦିଲ୍ଲୀପ ଦୋଷୀ, ନରେନ୍ଦ୍ର ହିରୱାନୀ (୨ଥର), ଅମିତ ମିଶ୍ର, ଆର.ଅଶ୍ୱିନୀ, ଅକ୍ଷର ପଟେଲ ।
୨. ପ୍ରଥମ ଟେଷ୍ଟ ୨୦୦ରନ ବ୍ୟବଧାନରେ ହାରିବା ପରେ ଭାରତ ୨ ଥର ଏହାର ପରବର୍ତୀ ମ୍ୟାଚରେ ୨୦୦ରୁ ଅଧିକ ରନ ବ୍ୟବଧାନରେ ବିଜୟ ହାସଲ କରିଛି । ୧୯୯୬ରେ ଦକ୍ଷିଣ ଆଫ୍ରିକା ଏବଂ ଚଳିତ ଇଂଲଣ୍ଡ ସିରିଜରେ ଭାରତ ଏହି ବିଜୟ ହାସଲ କରିଛି ।
୩.ଏସିଆର ଇଂଲଣ୍ଡ ଟିମର ଏହା ସବୁଠାରୁ ବଡ ପରାଜୟ ।
୪.ଜୋ ରୁଟଙ୍କ ଅଧିନାୟକତ୍ୱାର ଭାରତରେ ଇଂଲଣ୍ଡର ପ୍ରଥମ ପରାଜୟ ।
୫.ବିରାଟ କୋହଲିଙ୍କ ନେତୃତ୍ୱରେ କ୍ରମାଗତ ୪ ଟେଷ୍ଟ ହାରିବା ପରେ ଭାରତ ପ୍ରଥମ ବିଜୟ ହାସଲ କରିଛି ।
୬. ଏସିଆରେ କ୍ରମାଗତ ୬ ଟେଷ୍ଟ ଜିତିବା ପରେ ଇଂଲଣ୍ଡର ପ୍ରଥମ ପରାଜୟ ।
୭. ରନ ବ୍ୟବଧାନରେ ଭାରତର ଏହା ଓଭରାଲ ଷଷ୍ଠ ବୃହତ ବିଜୟ । ୫ଥର କୋହଲିଙ୍କ ନେତୃତ୍ୱରେ ଭାରତ ଏହି ସଫଳତା ହାସଲ କରିଛି ।
BREAKING NEWS
- ଏନସିଏ ହାଇ ପର୍ଫମାନ୍ସ ପ୍ରୋଗ୍ରାମ: ୩୦ ଖେଳାଳିଙ୍କ ମଧ୍ୟରେ ଶ୍ରେୟାଶ ଆୟାର, ଈଶାନ କିଶାନ
- ଭୁବନେଶ୍ଵରରେ ମୋଦୀ, ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର
- ପଞ୍ଜାବକୁ ହରାଇଲା ହାଇଦ୍ରାବାଦ
- ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି
- ଭଂଜନଗରରେ ନିର୍ବାଚନୀ ହିଂସା, ୨ ବିଜେପି କର୍ମୀ ରକ୍ତାକ୍ତ
- ଆସନ୍ତୁ ଜାଣିବା ଆଇପିଏଲ ବ୍ରଡକାଷ୍ଟରଙ୍କ ଉପରେ କାହିଁକି ବିରକ୍ତ ହୋଇଛନ୍ତି ରୋହିତ
- ଭଦ୍ରାମୀ ଓ ସଂଯମତା ଭୁଲି ଯାଉଛନ୍ତି ବିଜେପି ନେତା: ବିଜେଡି
- ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ
- ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର: ନବୀନ ପଟ୍ଟନାୟକ
- ଖଲ୍ଲିକୋଟ ନିର୍ବାଚନୀ ହିଂସା, ଗିରଫ ସଂଖ୍ୟା ୧୧କୁ ବୃଦ୍ଧି