Latest Odisha News

BREAKING NEWS

Browsing Category

କ୍ରିକେଟ

ବସନ୍ତଙ୍କୁ ସମ୍ବର୍ଦ୍ଧିତ କଲେ ସିଏବି, ଓସିଏ

କଲିକତା: ଓଡିଶାର ଅଭିଜ୍ଞ ପେସ ବୋଲର ବସନ୍ତ ମହାନ୍ତି ବେଙ୍ଗଲ ବିପକ୍ଷରେ ତାଙ୍କ କ୍ୟାରିୟରର ଶେଷ ମ୍ୟାଚ ଖେଳିଛନ୍ତି । ରଣଜୀ ଟ୍ରଫିର ଏହି ମୁକାବିଲାରେ ଓଡିଶା ଚମତ୍କାର ପ୍ରଦର୍ଶନ କରି ବେଙ୍ଗଲକୁ ପରାସ୍ତ କରିଛି । ଶୁକ୍ରବାର ଓଡିଶା କ୍ରିକେଟ ଆସୋସିଏଶନ ବସନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।…

ରଣଜୀ ଟ୍ରଫି: ବେଙ୍ଗଲକୁ ହରାଇ ଓଡିଶା ଟିମ ବସନ୍ତ ମହାନ୍ତିଙ୍କୁ ଦେଲା ସ୍ମରଣୀୟ ବିଦାୟ

କଲିକତା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ତାର ଶେଷ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ଟେବୁଲ ଟପର ବେଙ୍ଗଲକୁ ୭ ୱିକେଟରେ ପରାସ୍ତ କରିଛି । ଓଡିଶାର ଏହି ବିଜୟ ସହ ପେସ ବୋଲର ବସନ୍ତ ମହାନ୍ତିଙ୍କ କ୍ୟାରିୟରର ଶେଷ ମ୍ୟାଚ ସ୍ମରଣୀୟ ହୋଇପଡିଛି । ଯୁବ ପେସର ସୁନୀଲ ରାଉଳ ଏହି ମ୍ୟାଚରେ ୧୧୫…

୧୯ ବର୍ଷରୁ କମ୍ ମହିଳା ଟି୨୦ ବିଶ୍ୱକପ: ଫାଇନାଲରେ ଭାରତ

ପୋଚେଷ୍ଟ୍ରୁମ: ଭାରତୀୟ ଟିମ ଚଳିତ ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ୱିକେଟ ହରଇ ୧୦୭ ରନ କରିଥିଲା ।…

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଭାରତକୁ ଝଟକା, ଓହରିଲେ ରିତୁରାଜ

ରାଂଚୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପୂର୍ବରୁ ଭାରତ ଝଟକା ଲାଗିଛି । ଦଳର ବିସ୍ଫୋରକ ଓପନର ରିତୁରାଜ ଗାଏକ୍ୱାଡ ଆଘାତ ସମସ୍ୟା ଯୋଗୁ ଓହରି ଯାଇଛନ୍ତି । ଶୁକ୍ରବାର ରାଂଚୀରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ଏହି ସିରିଜ ପାଇଁ ଦଳର ସିନିୟର ବ୍ୟାଟ୍ସମ୍ୟାନଙ୍କୁ ବିଶ୍ରାମ ଦିଆଯାଇଛି ।…

ସୂର୍ଯ୍ୟକୁମାର ହେଲେ ଆଇସିସି ଟି୨୦ ପ୍ଳେୟାର ଅଫ ଦି ଇୟର

ନୂଆଦିଲ୍ଲୀ: ଭାରତର ୩୬୦ ଡିଗ୍ରୀ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ୨୦୨୨ର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ବିବେଚିତ ହୋଇଛନ୍ତି । ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ୨୦୨୨ରେ ସୂର୍ଯ୍ୟକୁମାର ୩୧ଟି ଟି୨୦ ମ୍ୟାଚ…

ରଣଜୀ ଟ୍ରଫି: ଓଡିଶା ୨୬୫ରେ ଅଲଆଉଟ

କୋଲକାତା: ସ୍ଥାନୀୟ ଇଡେନ ଗାର୍ଡେନରେ ବୁଧବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ପଶ୍ଚିମବଙ୍ଗ ବିପକ୍ଷରେ ଓଡିଶା ପ୍ରଥମେ ବ୍ୟାଟିଂ କରି ୨୬୫ ରନରେ ଅଲଆଉଟ ହୋଇଯାଇଛି । ଓଡିଶାର ପ୍ରଥମ ଇନିଂସ ସ୍କୋର ୨୬୫ ରନ ଜବାବରେ ବେଙ୍ଗଲ ୨ ୱିକେଟ ହରାଇ ୩୯ ରନ ସଂଗ୍ରହ କରିଛି । ବସନ୍ତ…

ବିବାହ ମୁଦି କଥା ବି ଭୁଲି ଯାଇଥିଲେ ରୋହିତ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ ବେଳେ ଟିମ ଡିସିଶନ ଭୁଲି ଯାଇଥିଲେ । ଟମ ଲାଥାମ ଓ ମ୍ୟାଚ ରେଫରୀଙ୍କୁ ଏଥିପାଇଁ ବେଶ କିଛି ସମୟ ଅପେକ୍ଷା କରିବାକୁ ପଡିଥିଲା । ରୋହିତ ଜଣେ ଭୁଲା ମନ ବ୍ୟକ୍ତି । ତାଙ୍କ ପ୍ରିୟ ବନ୍ଧୁ ବିରାଟ…

ନ୍ୟୁଜିଲାଣ୍ଡକୁ ତୃତୀୟ ଦିନିକିଆରେ ହରାଇଲେ ଭାରତ ହେବ ଏକ ନମ୍ବର

ରାୟପୁର: ନ୍ୟୁଜିଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିବା ଯୋଗୁ ଭାରତୀୟ କ୍ରିିକେଟ ଟିମର ଆଇସିସି ର‌୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ଭାରତ ଶେଷ ଦିନିକିଆରେ ବିଜୟ ହାସଲ କଲେ ଦିନିକିଆ ର‌୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ହାସଲ କରିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଭାରତ…

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ

ରାୟପୁର: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ମ୍ୟାଚରେ ଭାରତ ୮ ୱିକେଟରେ ସହଜରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୦୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଟିମ ଇଣ୍ଡିଆ ୨୦.୧ ଓଭରରେ ୨ ୱିକେଟ ହରାଇ ଏହାକୁ ହାସଲ କରି ନେଇଥିଲା । ରୋହିତ…

୨୦୨୮ ଅଲିମ୍ପିକ୍ସ: ଆଇସିସି ୬ ଟିମର ଫର୍ମାଟର ପ୍ରସ୍ତାବ ଦେଲା

ନୂଆଦିଲ୍ଲୀ: ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଇବା ସହ ଲୋକପ୍ରିୟ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ତତ୍ପରତା ଦେଖାଇଛି । ଉଭୟ ପୁରୁଷ ଓ ମହିଳା ବିଭାଗରେ ୬ଟି ଲେଖାଁଏ ଟିମକୁ ସାମିଲ କରାଇବା ପ୍ରସ୍ତାବ ଦେଇଛି । କଟ ଅଫ ଡେଟ ଅନୁସାରେ ଆଇସିସି…