ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରଣବୀର ଶୋରେ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ନେଇ ରଣବୀର ନିଜେ ସୋସିଆଲ୍ ମିଡିଆରେ ସ୍ପଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ସେ କୋଭିଡ୍-୧୯ ପଜିଟିଭ୍ ପଜିଟିଭ୍ ରିପୋର୍ଟ ଆସିଛି। ୪୮ ବର୍ଷୀୟ ଅଭିନେତା କହିଛନ୍ତି ଯେ ତାଙ୍କର କରୋନାର ସାମାନ୍ୟ ଲକ୍ଷଣ ରହିଛି ଏବଂ ବିଏମସି ପ୍ରୋଟୋକଲ୍ ଅନୁଯାୟୀ ସେ ସଙ୍ଗରୋଧରେ ରହିଛନ୍ତି।
ଟ୍ୱିଟରରେ ତାଙ୍କର ଅପଡେଟ୍ ପରେ ତାଙ୍କର ଅନେକ ପ୍ରଶଂସକ ଏବଂ ଅନୁସରଣକାରୀ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
Comments are closed.