ଇକ୍ୱେଟୋରିଆଲ୍ ଗିନିର ମିଲିଟାରୀ ବାରାକରେ ସିରିଏଲ୍ ବିସ୍ଫୋରଣ । ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୪୦୦ରୁ ଅଧିକ । ବାଟା ସହରରେ ଥିବା ମିଲିଟାରୀ ବାରାକରେ ଏହି ବିସ୍ଫୋରଣ ହୋଇଥିଲା । ରାଷ୍ଟ୍ରପତି ଟିୟୋଦୋର ଓବେୟାଙ୍ଗ କହିଛନ୍ତି, ଡିନାମାଇଟ୍ ବ୍ୟବହାରର ତ୍ରୁଟିରୁ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ବାଟା ସହରରେ ଅଧିକାଂଶ ଘର ଓ ବିଲଡିଂ କ୍ଷତିଗ୍ରସ୍ତ ହୋଇଛି । କେମିତି ଓ କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା ତାର ତଦନ୍ତ ଚାଲିଛି ।
BREAKING NEWS
- INDIA bloc crisis strengthened NDA: ସଂସଦର ଉଭୟ ଗୃହରେ ଦୁର୍ବଳ ହେଉଛନ୍ତି ବିରୋଧୀ ଦଳ, ବହୁମତ ମୁହାଁ ବିଜେପି ନେତୃତ୍ବାଧୀନ ଏନଡିଏ…
- ଭୁବନେଶ୍ୱର ଶ୍ରେୟା ଛକ ନିକଟରେ ବାଇକକୁ ଧକ୍କା ଦେଲା ଆମ ବସ୍, ଯୁବକ ଗୁରୁତର
- କାହିଁକି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବଙ୍ଗ ବାଘୁଣୀ ?
- ଏଣିକି ୧୫ ମିନିଟରେ ସିଆରପି ଛକରୁ ବାହାରି ଇନଫୋସିଟିରେ ପହଞ୍ଚିଯିବେ
- Photos os PM Modi tenure: ଅନ୍ୟ ଦେଶର ପ୍ରଧାନମନ୍ତ୍ରୀ ଛୁଇଁଥିଲେ ତାଙ୍କ ପାଦ…ହଠାତ୍ ପାକିସ୍ତାନ ମାଟିରେ ରଖିଥିଲେ ପାଦ…ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳର ସବୁଠାରୁ ଚର୍ଚ୍ଚିତ ଫଟୋ…
- ଚାନ୍ଦିପୁରରେ ଆଜି ଅତ୍ୟାଧୁନିକ ମିସାଇଲ୍ ପରୀକ୍ଷଣ
- ଏହିସବୁ ରାଜ୍ୟକୁ ପ୍ରବଳ ବର୍ଷା ଆଲର୍ଟ
- ବନ୍ୟା ଓ ମୌସୁମୀ ବର୍ଷା ଋତୁରେ କଡ଼ା କଟକଣା, ଛୁଟି ଉପରେ ଜଳସମ୍ପଦ ବିଭାଗ ଲାଗିଲା ରୋକ୍
- Cabinet reshuffle soon?: ମୋଦି କ୍ୟାବିନେଟରୁ ମନ୍ତ୍ରୀଙ୍କ ଛୁଟି!, କଟିଲା ୨ କେନ୍ଦ୍ରମନ୍ତ୍ରୀଙ୍କ ଟିକେଟ…
- ଏସସିବି ଅଗ୍ନିକାଣ୍ଡ ଘଟଣାରୁ ଚେତିଲା ବିଭାଗ: ୩୫ ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ୍
Comments are closed.