Latest Odisha News

ଏପ୍ରିଲ ୯ରେ ରିଲିଜ କରିବ ଫିଲ୍ମ ‘ହେଲୋ ଚାର୍ଲି’

ନୂଆଦିଲ୍ଲୀ: ଜ୍ୟାକି ଶ୍ରଫ ଏବଂ ଆଧାର ଜୈନଙ୍କ ଅଭିନୀତ ‘ହେଲୋ ଚାର୍ଲି’ ଆମାଜନ ପ୍ରାଇମ ଭିଡିଓରେ ଏପ୍ରିଲ ୯ରେ ରିଲିଜ କରିବ। ଆଜି ଫିଲ୍ମର ଟିଜର ରିଲିଜ କରିଛି। ପଙ୍କଜ ସରସ୍ୱତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରିତେଶ ସିଦ୍ଧୱାନୀ ଏବଂ ଫରହାନ ଅଖତରଙ୍କ ଦ୍ୱାରା ନିର୍ମିତ ହେଲୋ ଚାର୍ଲି ଏପ୍ରିଲ ୯ ରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ।

ଏହି ଚଳଚ୍ଚିତ୍ରରେ ଜ୍ୟାକି ଶ୍ରଫ୍, ଶ୍ଲୋକା ପଣ୍ଡିତ ଏବଂ ଏଲନାଜ୍ ନରୁଜି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.