ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ଏକ ଆପତ୍ତିଜନକ ଭିଡିଓ । ଜିମ୍ରେ ଚାଲିଛି ଜିହାଦ୍ । ଲୋକେ ନାଁ ଦେଇଛନ୍ତି “ଜିମ୍ ଜିହାଦ୍” । ବୋଧ ହୁଏ ଲଭ୍ ଜିହାଦ୍ ପରେ ଆଉ ଏକ ନୂଆ ଶବ୍ଦ ଜନ୍ମ ନେଇଛି । ହେଲେ ଭିଡିଓକୁ ବଳିଯାଇଛି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଉତ୍ତେଜକ କ୍ୟାପ୍ସନ୍ । ଭିଡିଓ ଓ କ୍ୟାପ୍ସନର ସତ୍ୟତା ଜାଣିବା ପାଇଁ ଦେଖନ୍ତୁ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମର ସ୍ପେଶାଲ ରିପୋର୍ଟ ।
BREAKING NEWS
- Maoists Surrender: ଆତ୍ମସମର୍ପଣ କଲେ ୧୨ ସକ୍ରିୟ ମାଓବାଦୀ; ମୁଣ୍ଡରେ ଥିଲା ୪୬ ଲକ୍ଷ
- MEA replies to Trump’s claim: ଭାରତ କ’ଣ ରୁଷ ତେଲ କିଣିବା ବନ୍ଦ କରିଦେବ? ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଉପରେ ସାମ୍ନାକୁ ଆସିଲା ଭାରତ, ରୁଷ୍ ଉଭୟର ପ୍ରତିକ୍ରିୟା…
- ପରିଦର୍ଶନରେ ଆସିଥିବା ୫ଦେଶର ସେନା ବାହିନୀ ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
- ସରକାରୀ ପାଣ୍ଠିର ଅପବ୍ୟବହାର; ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ ଦୋଷୀ ସାବ୍ୟସ୍ତ
- Why Naseeruddin Shah Angry : ‘ପ୍ରଶଂସା ନ କରିବା ଦେଶଦ୍ରୋହ ହୋଇଗଲା’, କାହିଁକି ଭଡ଼କିଲେ ନାସିରୁଦ୍ଦିନ ଶାହ?
- UPSC ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ; IAS ଓ IFS ପାଇଥିଲେ…
- PM Modi Speech Cancelled: କାହିଁକି ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଗୃହୀତ ହେଲା ଧନ୍ୟବାଦ ପ୍ରସ୍ତାବ? ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର କାରଣ…
- SC To Mamata Govt :ମମତା ସରକାରଙ୍କୁ ବଡ଼ ଝଟକା, କର୍ମଚାରୀମାନଙ୍କୁ ବାକି ଥିବା DA ର ୨୫% ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
- ଟି୨୦ ବିଶ୍ୱକପ: ପାକିସ୍ତାନ ମନା କରିଥିଲେ ବି ମ୍ୟାଚ ଖେଳିବାକୁ ଯିବ ଟିମ ଇଣ୍ଡିଆ
- ଭାରତର କୂଟନୈତିକ ବିଜୟରେ ଜଳୁଛି ପାକିସ୍ତାନ
Comments are closed.