Latest Odisha News

BREAKING NEWS

ଏପ୍ରିଲ୍‌ ୩୦ ଯାଏ ତାମିଲନାଡୁରେ ବଢିଲା ଲକ୍‌ଡାଉନ୍‌

ଚେନ୍ନାଇ: ତାମିଲନାଡୁ ସରକାର କରୋନା ବୃଦ୍ଧି ଯୋଗୁ ବାଧ୍ୟତାମୂଳକ ଲକଡାଉନ୍ ଲାଗୁ କରିଛନ୍ତି। ଏହାକୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହି ସମୟ ମଧ୍ୟରେ ନିଆଯାଇଥିବା ପଦକ୍ଷେପଗୁଡିକର ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

 

 

Comments are closed.