ଭୁବନେଶ୍ବର : କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ସାରା ରାଜ୍ୟରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ଏହି ସମୟରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଇଛି ପ୍ରଶାସନ । ତେବେ ନାଇଟ୍ କର୍ଫ୍ୟୁ ସମୟରେ ଶିଳ୍ପାନୁଷ୍ଠାନ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଗାଇଡଲାଇନ୍ ସହ ଶିଳ୍ପାନୁଷ୍ଠାନ ଚାଲିବା ନେଇ ସ୍ପଷ୍ଟ କରିଛନ୍ତି ମୁଖ୍ୟ ଶାସନ ସଚିବ । ଶିଳ୍ପାନୁଷ୍ଠାନମାନଙ୍କରେ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ପାଇଁ ଶିଳ୍ପସଂସ୍ଥା ଗୁଡ଼ିକ ସମସ୍ତ ବ୍ୟବସ୍ଥା କରିବେ । ଏହାସହ କ୍ୟାମ୍ପସ ଓ କାର୍ଯ୍ୟସ୍ଥଳରେ ସଂକ୍ରମଣକୁ ରୋକିବା ପାଇଁ ଶିଳ୍ପାନୁଷ୍ଠାନ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
BREAKING NEWS
- ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
- Putin’s anti-ageing push: ମଣିଷକୁ ଅମର କରିଦେବେ ପୁଟିନ୍?
- ଭାରତ-ନେପାଳ ସୀମା ବିବାଦର ଅସଲ କାହାଣୀ
- Bus fares hiked:ପୁଣି ବସ୍ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର;ଜାଣନ୍ତୁ କେତେ ବୃଦ୍ଧି ପାଇଲା..
- Modi to Surpass Nehru: ୧୦ ଜୁନରେ ଏହି ରେକର୍ଡ ଭାଙ୍ଗିବେ ପ୍ରଧାନମନ୍ତ୍ରୀ ମୋଦି…ସୋସିଆଲ ମିଡିଆରେ ନୁହେଁ, ଘରେ ଘରେ ପହଞ୍ଚିବେ ମୋଦିଙ୍କ ମନ୍ତ୍ରୀନେତା
- ମାଜୁଲି ଦ୍ୱୀପରୁ ମିଳିଲା ୪୦୦୦ ବର୍ଷର ଜଳବାୟୁ ଇତିହାସ: ବନ୍ୟା ମୁକାବିଲା ପାଇଁ ମିଳିବ ଗୁରୁତ୍ୱପୂର୍ଣ୍ଣ ସୂଚନା
- ନିଲମ୍ବିତ ଆଇଆଇସି ସଂଧ୍ୟାରାଣୀଙ୍କ ସମସ୍ୟା ବଢିଲା; ବିଏନଏସ ଦଫାରେ ରୁଜୁ ହେଲା ମାମଲା
- Orla Prendergast: ବିଶ୍ୱକପ୍ ପୂର୍ବରୁ ବିରୋଧୀଙ୍କ ଚିନ୍ତା ବଢ଼ାଇଲେ ଆୟରଲ୍ୟାଣ୍ଡର ଏହି ଖେଳାଳି
- India’s Mega Deal with France: ଭାରତର ସବୁଠାରୁ ବଡ ଡିଲ୍…ଚୀନ, ପାକିସ୍ତାନର ଉଡିବ ନିଦ!
- ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗରେ ଚାଷୀଙ୍କ ରାସ୍ତାରୋକ; ଯାତାୟାତ ସମ୍ପୂର୍ଣ୍ଣ ଠପ୍
Comments are closed.