Latest Odisha News

BREAKING NEWS

ଟସ୍ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତି

ଚେନ୍ନାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଶନିବାର ସନରଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ଟସ୍ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛି । ହାଇଦ୍ରାବାଦ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଥିବାରୁ ସାମାନ୍ୟ ଚାପରେ ରହିବ । ଅପରପକ୍ଷରେ ମୁମ୍ବାଇ ୨ଟି ମ୍ୟାଚରୁ ଗୋଟିକରେ ବିଜୟ ହାସଲ କରିଛି । ଦଳ ବିଜୟ ସହ ସ୍ଥିତି ମଜଭୁତ କରିବାକୁ ଚାହିଁବ ।

ଆଇପିଏଲରେ ଏହି ୨ ଦଳର ପ୍ରାୟ ସମସ୍ତ ମ୍ୟାଚ ପ୍ରତିଦ୍ୱନ୍ଦ୍ୱିତାମୂଳକ ହୋଇଛି । ଓଭରାଲ ୧୬ ମ୍ୟାଚରେ ଉଭୟ ଟିମ୍ ୮ଟି ଲେଖାଁଏ ମ୍ୟାଚରେ ବିଜୟ ହାସଲ କରିଛନ୍ତି ।

Leave A Reply

Your email address will not be published.