ଭୁବନେଶ୍ବର : ନାଇଟ୍ କର୍ଫ୍ୟୁ ପାଇଁ ବଦଳିଲା ମୋ ବସ ଚଳାଚଳ ସମୟ । କରୋନା ସଂକ୍ରମଣ ପାଇଁ ସାରା ରାଜ୍ୟରେ ଆଜିଠାରୁ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ଏହାକୁ ଦୃଷ୍ଟିରେ ରଖି ମୋ ବସ୍ ଚଳାଚର ସମୟକୁ ପରିବର୍ତ୍ତନ କରାଯାଇଛି । ଏଣିକି ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ । ବିଭିନ୍ନ ରୁଟରେ ଚଳାଚଳ କରୁଥିବା ୧୮୮ଟି ବସ ଏହି ନିର୍ଦ୍ଦିଷ୍ଟ ସମୟରେ ଚଳାଚଳ କରିବ । ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।
BREAKING NEWS
- କବିସୂର୍ଯ୍ୟନଗରରେ ବିଶ୍ବଶର୍ମାଙ୍କ ଚେତାବନୀ, ‘ଯିଏ ରତ୍ନ ଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡିବ’
- ପାଦ ଥୋଉ ଥୋଉ ଡ୍ରିମଗାର୍ଲଙ୍କ ରଣହୁଙ୍କାର, ‘ବିଜେଡି ସରକାର ବଦଳିବା ଦରକାର’
- ପୁଣି ରାଜନୈତିକ ହିଂସା, ବିଜେଡି ପାର୍ଟି ଅଫିସକୁ ବୋମାମାଡ
- ବନବିଭାଗ କାବୁରେ ସହରରେ ବୁଲୁଥିବା କଲରାପତରିଆ ବାଘ
- ଏବେ ନେପାଳରେ ବ୍ୟାନ ହେଲା ଭାରତୀୟ ଲୋକପ୍ରିୟ ମସଲା ଏମଡିଏଚ ଏବଂ ଏଭରେଷ୍ଟ
- ମେ ଶେଷ ସପ୍ତାହରେ ମାଟ୍ରିକ୍ ଫଳାଫଳ, ମିଳିବ ଡିଜିଟାଲ ପ୍ରମାଣପତ୍ର
- ବାରିପଦା ସହରରେ ବୁଲୁଛି ବାଘ, ଲୋକେ ଭୟଭୀତ
- ଆଜି ବିଜୁଳି ଘଡ଼ଘଡ଼ି ସହ ଅନେକ ସ୍ଥାନରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି, ୧୯ରୁ ଲେଉଟିବ ଗ୍ରୀଷ୍ମ ଲହରୀ
- ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ବୋଲେରୋ, ୧୦ ଆହତ
- ସଇଁତଳାରେ ବିଜେପି କର୍ମୀଙ୍କୁ ଆକ୍ରମଣ, ୧୫ ଜଣଙ୍କ ନାଁରେ ଥାନାରେ ଅଭିଯୋଗ