ଭୁବନେଶ୍ୱର: ଖଣ୍ଡଗିରି ନିକଟ ଆଇଗିଣିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରେଲରର କଣ୍ଟେନର ଖସି ଯିବାରୁ ବଡ଼ ଧରଣର ଦୁର୍ଘଟଣା ହୋଇଛି । ଏଥିର ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ହେଲପର । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍ସରେ ଭର୍ତ୍ତି କରାଯାଇଛି । କଣ୍ଟେନର ବୋଝେଇ ଟ୍ରେଲରଟି ଖୋର୍ଦ୍ଧାରୁ ଭୁବନେଶ୍ୱର ଆସୁଥିଲା । ଏତିକିବେଳେ ଆଇଗିଣିଆ ଛକ ପାଖରେ ଥିବା କଣ୍ଟେନର ଚେନ୍ ଛିଣ୍ଡିଯିବାରୁ ଟ୍ରେଲର ଇଞ୍ଜିନ ଉପରେ ମାଡ଼ି ଯାଇଥିଲା । ଘଟଣାସ୍ଥଳରେ ଡ୍ରାଇଭର ପ୍ରାଣ ହରାଇଛନ୍ତି । ମୃତାହତଙ୍କ ପରିଚୟ ମିଳିନାହିଁ । ଦୁର୍ଘଟଣା ପରେ ଏହି ରାସ୍ତାରେ କିଛି ସମୟ ବାଧାପ୍ରାପ୍ତ ହୋଇତିଲା ଗାଡ଼ିମୋଟର ଚଳାଚଳ ।
BREAKING NEWS
- ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ: ମନ୍ତ୍ରୀ
- ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି; ବାରବାଟୀରେ କାଲିଠୁ ଅଫଲାଇନ୍ ଟିକେଟ୍ ବିକ୍ରି
- ସୟେଦ ମୁସ୍ତାକ ଅଲୀ ଟ୍ରଫି ଅଧାରୁ ଛାଡିଲେ ହାର୍ଦ୍ଦିକ
- ରାସ୍ତାରେ ଗଡୁଛି ୨.୧୯ ଲକ୍ଷ ଇଭି କାର୍, ଭୁବନେଶ୍ବରରେ ୧୨ ଚାର୍ଜିଂ ପଏଣ୍ଟ୍
- Police Clash: IIC ଓ ASI ମଧ୍ୟରେ ହାତାହାତି; ଆକ୍ସନ ନେଲେ ଏସ୍ପି
- ଦିଲ୍ଲୀ ପହଞ୍ଚିଲେ ଋଷିଆ ରାଷ୍ଟ୍ରପତି ପୁଟିନ୍, ପାଲାମ ବିମାନବନ୍ଦରରେ ଭବ୍ୟ ସ୍ୱାଗତ
- ଆପଣ ବି ବାଜପେୟୀ ହୋଇପାରିବେ, ବିଜେପିରେ ଜଏନ୍ କରି ଯାଆନ୍ତୁ: ରାହୁଲଙ୍କୁ କଙ୍ଗନାଙ୍କ ପରାମର୍ଶ
- ଲେଡି ସାଇକୋ କିଲର୍: ନିଜେ ସବୁଠୁ ସୁନ୍ଦରୀ ଦେଖାଯିବା ପାଇଁ ଇର୍ଷାରେ ୪ ଶିଶୁଙ୍କୁ ହତ୍ୟା
- ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଛାତ୍ରୀ ନିର୍ଯାତନା; ଅଭିଯୁକ୍ତ ଅଧ୍ୟାପକ ବହିଷ୍କୃତ
- ନୂଆବର୍ଷରେ କିଏ ହେବେ ରାଜା କିଏ ମନ୍ତ୍ରୀ ? ୨୦୨୬ର ଗ୍ରହ ଚଳନ ଓ ଭବିଷ୍ୟବାଣୀ
Comments are closed.