Latest Odisha News

ହିମନ୍ତ ବିଶ୍ୱ ଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ

ଗୌହାଟୀ: ହିମନ୍ତ ବିଶ୍ବ ଶର୍ମା ଆସାମ ବିଜେପି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବ ଶର୍ମା।

ରବିବାର ଦିନ ବିଜେପି ବିଧାନସଭା ପାର୍ଟି ଗୌହାଟୀରେ ଭେଟିବା ପରେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି।

ଆସାମରେ ବିଜେପି ବିଧାନସଭା ଦଳର ନେତା ଭାବରେ ହିମନ୍ତ ବିଶ୍ବା ଶର୍ମା ନିର୍ବାଚିତ ହୋଇଥିଲେ। ଆଜି ଏହି ବୈଠକରେ ରାଜ୍ୟ ବିଜେପି ସଭାପତି ତଥା ବିଜେପି ବିଧାୟକ ନନ୍ଦିତା ଗାର୍ଲୋସା ତାଙ୍କ ନାମ ପ୍ରସ୍ତାବ ଦେଇଛନ୍ତି।

Leave A Reply

Your email address will not be published.