Latest Odisha News

BREAKING NEWS

ସୁନୀଲ ଗ୍ରୋଭର ଅଭିନୀତ ସନଫ୍ଲାୱାର ଫିଲ୍ମର ପ୍ରଥମ ଲୁକ୍ ଜାରୀ

ମୁମ୍ବାଇ: ପ୍ରତିଷ୍ଠିତ କମେଡିଆନ୍ ସୁନୀଲ ଗ୍ରୋଭର ଅଭିନୀତ ସନଫ୍ଲାୱାର ଫିଲ୍ମର ପ୍ରଥମ ଲୁକ୍ ଆଜି ଜାରୀ କରାଯାଇଛି । ଏହା ଏକ ମର୍ଡର ମିଷ୍ଟ୍ରି ଉପରେ ଆଧାରିତ । ଏଥିରେ ଗିରିଶ କୁଲକର୍ଣ୍ଣି, ରାଧା ଭଟ୍ଟ, ଆଶୀଷ ବିଦ୍ୟାର୍ଥୀଙ୍କ ପରି ଅଭିନେତା ଅଭିନୟ କରୁଛନ୍ତି ।

ରିଲାଏନ୍ସ ଏଂଟରଟେନମେଂଟ ଏହାକୁ ପ୍ରଡ୍ୟୁସ କରୁଥିବା ବେଳେ ରାହୁଲ ସେନଗୁପ୍ତା ଓ ବିକାଶ ବହଲ ନିର୍ଦ୍ଦେଶନା ଦେଇଛନ୍ତ । ୧୧ ଜୁନ ୨୦୨୧ରେ ଏହାର ପ୍ରିମିୟର ହେବ । ସୁନୀଲ ତାଙ୍କ ସୋନୁ ଭୂମିକା ନେଇ ବେଶ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.